ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ମନା କଲା କେନ୍ଦ୍ର

ନୂଆଦିଲ୍ଲୀ: ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାର କୌଣସି ଯୋଜନାକୁ ଖଣ୍ଡନ କରିଛନ୍ତି। ଏହା ବିଜେପିର ମୁଖ୍ୟ ସହଯୋଗୀ ଜନତା ଦଳ (ୟୁନାଇଟେଡ୍)ର ଏହା ମୁଖ୍ୟ ଦାବି ଥିଲା। କେନ୍ଦ୍ର ସରକାରଙ୍କ ଏଭଳି ଜବାବ ଦ୍ବାରା ବିହାର ମୁଖ୍ୟମନ୍ତ୍ରୀ…

ବିଜେଡିର ୧୬ ଜଣିଆ ନୂଆ ମିଡିଆ ଟିମ୍

ଭୁବନେଶ୍ବର: ନୂଆ ମିଡିଆ ଟିମ୍ ଘୋଷଣା କରିଛି ବିଜେଡି। ଦଳ ପକ୍ଷରୁ ୧୬ ଜଣିଆ ମିଡିଆ ଟିମ୍ ଘୋଷଣା କରାଯାଇଛି। ତେବେ ନୂଆ କରି ଘୋଷଣା କରାଯାଇଥିବା ଏହି ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ…

ପୁରୀ ମେଡିକାଲ କଲେଜରେ ବର୍ଣ୍ଣ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସାଂସଦ ସମ୍ବିତ ପାତ୍ରଙ୍କ ଦାବି

ନୂଆଦିଲ୍ଲୀ: ଲୋକସଭାର ଶୂନ୍ୟକାଳରେ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟଲରେ ବର୍ଣ୍ଣ ୟୁନିଟ ଓ ସୁପର ସ୍ପେସିଆଲିଟି ୟୁନିଟ ଖୋଲିବାକୁ ଦାବୀ କଲେ ପୂରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର। ଗତ ଚନ୍ଦନ ଯାତ୍ରା ବେଳେ ଘଟିଯାଇଥିବା ଅଗ୍ନିକାଣ୍ଡ ଜନିତ…

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର

କଟକ: ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ସରକାରୀ ଅର୍ଥ ଆତ୍ମସାତ ମାମଲାରେ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ। ବସନ୍ତ ଦାସଙ୍କ ଘର ସମେତ ୫ଟି…

ଦୋକାନରେ ମାଲିକଙ୍କ ନାଁ ଲେଖିବା ପ୍ରସଙ୍ଗ: ନିର୍ଦ୍ଦେଶ ଉପରେ ସୁପ୍ରିମ ରୋକ୍‌

କାଉଡ଼ିଆମାନେ ଯାତ୍ରା କରୁଥିବା ରାସ୍ତାରେ ଥିବା ଦୋକାନଗୁଡ଼ିକରେ ମାଲିକଙ୍କ ନାଁ ଉଲ୍ଲେଖ କରିବାକୁ ଉତ୍ତର ପ୍ରଦେଶ ସରକାର ଦେଇଥିବା ନିର୍ଦ୍ଦେଶ ଉପରେ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ରୋକ ଲଗାଇ ଦେଇଛନ୍ତି। ଆସନ୍ତା ଶୁକ୍ରବାର ଯାଏ ଏହି ରହିତାଦେଶ ଜାରି ରହିବ। ସର୍ବୋଚ୍ଚ ଅଦାଲତ…

ASOଙ୍କୁ ମାଡ ମାରିବା ଘଟଣାରେ ବର୍ଷିଲେ ନବୀନ

ଭୁବନେଶ୍ବର: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଅଧିବେଶନ ଆରମ୍ଭରୁ ହିଁ ପୂରା ଫାୟାର ବିରୋଧୀ । ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ଗୃହ ତ୍ୟାଗ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ସେହି ସମାନ…

ଯୁବକଙ୍କ ସନ୍ଦେହ ଜନକ ଭାବେ ପଡିଥିବା ମୃତ ଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତ ରତାଂଗ ମୁନିପଦା ତିନିଛକ ନିକଟରେ ମିଳିଛି ମୃତଦେହ । ଯୁବକଙ୍କ ସନ୍ଦେହ ଜନକ ଭାବେ ପଡିଥିବା ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ସେହି ପଂଚାୟତ ରତାଂଗ ଗ୍ରାମରେ ଗୌରାଂଗ…

୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା

ଭୁବନେଶ୍ବର: ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡିଶା । ସମୃଦ୍ଧ ହେବ ଓଡିଶାର ପ୍ରତିଟି ରାଜ୍ୟ । ମୋ ସରକାର ନରପେକ୍ଷତାର ସହ କାମ କରିବ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋମବାର ଆରମ୍ଭ ହୋଇଯାଇଛି ସପ୍ତଦଶ…

ଅର୍ଥନୈତିକ ସର୍ଭେ ରିପୋର୍ଟ; ଆସନ୍ତା ବର୍ଷ ୬.୫-୭% ରହିପାରେ GDP

ପୂର୍ଣ୍ଣ ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଲୋକସଭାରେ ଅର୍ଥ ମନ୍ତ୍ରୀ ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରି କହିଛନ୍ତି, ବର୍ତ୍ତମାନ ଦେଶର ଅର୍ଥନୀତି ଦୃଢ ସ୍ଥିତିରେ ଅଛି, ୨୦୨୫ ଆର୍ଥିକ…

ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ, ତ୍ୟାଗ କଲେ ଗୃହ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଗୃହ ଆରମ୍ଭ ହେଉ ହେଉ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଛି । ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ଉଠାଇ ଗୃହ ତ୍ୟାଗ କରିଛନ୍ତି ବିରୋଧୀ ବିଜେଡି ଓ…