ସର୍ବଦଳୀୟ ବୈଠକ: ଉଠିଲା ବୋଲ ବମ ଯାତ୍ରା ଓ ନିଟ୍‌ ପେପର ଲିକ ବିବାଦ

ଆସନ୍ତାକାଲି ଠାରୁ ସଂସଦର ବଜେଟ ଅଧିବେଶ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିରୋଧୀ ଦଳ ଗୁଡ଼ିକ ଉତ୍ତର ପ୍ରଦେଶରେ ବୋଲ ବମ ଯାତ୍ରାକୁ ସୃଷ୍ଟି ବିବାଦ ପ୍ରସଙ୍ଗ ଉଠାଇଛନ୍ତି। ଏଥିସହ ସାରା ଦେଶରେ…

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କୋରାପୁଟ: ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ଜୟପୁର ସ୍ଥିତ ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ବେଳେ ତାଙ୍କ ସାନ ପୁଅ ଟଙ୍କଧର ପୂଜାରୀ…

ନବୀନ ନିବାସରେ ବିରୋଧୀଦଳ ନେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସର୍ବଦଳୀୟ ବୈଠକ ପାଇଁ କଲେ ନିମନ୍ତ୍ରଣ

ଭୁବନେଶ୍ୱର : ବିଧାନସଭା ପୂର୍ବରୁ ଗଠନମୂଳକ ସହଯୋଗ ଲୋଡିଲେ ମୋହନ ସରକାର । ନବୀନ ନିବାସ ଯାଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ଏହାସହ ବିଧାନସଭାର ସମସ୍ତ କାର୍ଯ୍ୟ…

କ୍ରୀଡା ପୁରସ୍କାରରୁ ହଟିବନି ବିଜୁ ବାବୁଙ୍କ ନାମ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶନିବାର କ୍ରୀଡା ବିଭାଗ ପକ୍ଷରୁ ଆସିଥିବା ବଡ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ…

ଭୟଙ୍କର ଆନ୍ଦୋଳନକୁ ପ୍ରଶମିତ କରିବାକୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ରବିବାର ବସିଲା ସୁପ୍ରିମକୋର୍ଟ। ଛୁଟି ଦିନ ସତ୍ତ୍ୱେ ବାଂଲାଦେଶ ସୁପ୍ରିମକୋର୍ଟ ଭୟଙ୍କର ଆନ୍ଦୋଳନକୁ ପ୍ରଶମିତ କରିବାକୁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ସରକାରୀ ଚାକିରିରେ ଯୁଦ୍ଧ ଭେଟରାନଙ୍କ ପରିବାର ଲୋକଙ୍କୁ ମିଳିଥିବା ସଂରକ୍ଷଣ ବ୍ୟବସ୍ଥାରେ ସର୍ବୋଚ୍ଚ ଅଦାଲତ କରିଛନ୍ତି ସଂଶୋଧନ। ହେଲେ ଆନ୍ଦୋଳନକାରୀଙ୍କ…

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଏ ସୋମବାର ଅର୍ଥାତ୍ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଥିବାରୁ ଏଥିପାଇଁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି, ସାଧାରଣ ପ୍ରଶାସନ ଓ ଲୋକସମ୍ପର୍କ…

‘ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯୋଗଦେଲେ ୧୭ଗୋଟି ବିଭାଗର ୨୦୦ ପ୍ରଶିକ୍ଷାର୍ଥୀ

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୮ରୁ ୨୦ ତାରିଖ ୩ଦିନ ଧରି ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡ. ରମେଶ ଚନ୍ଦ୍ର ମଲ୍ଲିକ,…

ଶଙ୍ଖଭବନକୁ ନେଇ ବିସ୍ଫୋରକ ବୟାନ ଦେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର,୨୦।୭: ବିଜେଡିର ପାର୍ଟି ଅଫିସ ତଥା ଶଙ୍ଖଭବନର ତଦନ୍ତ ହେବ। ଏଭଳି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନେଇ ମନ୍ତ୍ରୀ ପ୍ରତିଶ୍ରୁତ ଦେଇଛନ୍ତି।…

ଓଡ଼ିଶାର ପ୍ରଗତି ପାଇଁ ବିରୋଧୀ ଦଳ ସ୍ବର ଶାଣିତ କରିବ

ଭୁବନେଶ୍ୱର,୨୦ା୭: ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା। ଉକ୍ତ ବୈଠକରେ ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପମୁଖ୍ୟସଚେତକ ବିଧାୟକ ପ୍ରତାପ ଦେବଙ୍କ ସମେତ…

ପୁଲିସ ହାତରେ ପେଟ୍ରୋଲପମ୍ପ ଲୁଟେରା ଗ୍ୟାଙ୍ଗ: ୫ ଗିରଫ, ଜଣେ ଫେରାର

ସୋର: ପେଟ୍ରୋଲପମ୍ପ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ଅଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ବିଦେଶୀ ବନ୍ଧୁକ ୨ଟି ମାଗାଯିନ ୫ ଟି ଜୀବନ୍ତ ଗୁଳି ଓ ୧ଲକ୍ଷ…