ମାଲକାନଗିରିରୁ ଆନ୍ଧ୍ର-ତେଲେଙ୍ଗାନା ଯୋଗାଯୋଗ ବିଚ୍ଛିନ୍ନ; ଜୟପୁରରୁ ମୋଟୁକୁ ଗଡୁନି ଯାନବାହନ
ମାଲକାନଗିରି: ମାଲକାନଗିରିରେ ଗତ ୪୮ ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜୟପୁର-ମୋଟୁ ଜାତୀୟ ରାଜପଥ ୩୨୬ ଉପରେ ରହିଥିବା ବହୁ ତଳିଆ ବ୍ରିଜଗୁଡିକ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ…
