July 2024

ଅଗଷ୍ଟ ୧ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ଚେତାବନୀ ଦେଲା ଏସସିବି ହାଉସ୍ ସର୍ଜନ୍ ସଂଘ

କଟକ: ହାଉସ୍ ସର୍ଜନ୍ ସଂଘ ଓ ନର୍ସ ସଂଘ ବିବାଦ ସମ୍ପୂର୍ଣ୍ଣ ତୁଟୁନି। ଏଥିଲାଗି ଅଗଷ୍ଟ ୧ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇପାରେ। ଏନେଇ ପ୍ରେସ ରିଲିଜ୍ ଜାରି କରି ଜଣାଇଛି ଏସସିବି ହାଉସ୍ ସର୍ଜନ୍ ସଂଘ। ମିଳିଥିବା ପୂର୍ବ ପ୍ରତିଶ୍ରୁତି…

ଅସରାଏ ବର୍ଷାରେ ବିଇଓ ଅଫିସରେ ପଶିଲା ପାଣି

ପିପିଲି : ଅଫିସ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଅସରାଏ ବର୍ଷାରେ ଉବୁଟୁବୁ ପୁରୀ ଜିଲ୍ଲା କଣାସ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ । ଫଳରେ ଅଫିସ ଆସୁଥିବା କର୍ମଚାରୀ , ଶିକ୍ଷକ ଓ ଅଭିଭାବକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ…

ଅବପାତରେ ପରିଣତ ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ବର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର । ଏବେ ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୦ କିମି ଦୂରରେ ଓ ଗୋପାଳପୁରରୁ ପୂର୍ବ ଦିଗରେ ୧୩୦ କିମି ଦୂରରେ ରହିଛି ସୃଷ୍ଟ ଅବପାତ। କାଲି ସକାଳ ସୁଦ୍ଧା…

ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ

ସୋର: ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ । ଗତକାଲି ବିଳମ୍ବିତ ରାତିରେ ଔପଦା ଥାନା କମାରପାଳ ଗ୍ରାମର ସ୍ୱାମୀ ପାଣ୍ଡୁ ସିଂ ମଦ ନିଶାରେ ସ୍ତ୍ରୀ ଜାନୁ ସିଂଙ୍କୁ ପିଟିପିଟି ମାରିଦେଇଥିବା ନେଇ ଜାନୁ ସିଂଙ୍କ ଭଉଣୀ ଔପଦା ଥାନାରେ…

୨୧ରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ବସିବ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ। ସେହି ଦିନ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସହଯୋଗ ଲୋଡ଼ିବେ ବାଚସ୍ପତି। ବୈଠକ ପୂର୍ବରୁ ନିଯୁକ୍ତ…

ମିଲ୍ ମାଲିକଙ୍କୁ କିଡନାପ ଘଟଣାର ପର୍ଦ୍ଦାଫାସ୍, ୭୦ ଲକ୍ଷ ମାଗିଥିଲେ ଆଉ ୨୫ ଲକ୍ଷ ନେଇ ଧରାପଡିଲେ

ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ମିଲ ମାଲିକ ଏ. ରମେଶ ପାତ୍ର ଅପହରଣର ଖୁଲାସା କରିଛି କୋରାପୁଟ ପୋଲିସ । ବୋରିଗୁମ୍ମାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରମେଶଙ୍କ ଅପହରଣ ଘଟଣା ପଛର ରହସ୍ୟ ସମ୍ପର୍କରେ କହିଛନ୍ତି କୋରାପୁଟ ଏସପି ଅଭିନବ…

ଧର୍ମଶାଳାର ବିଭିନ୍ନ ଖଣିରେ ଚଢ଼ାଉ ନେଇ କିଛି ଏମିତି କହିଲେ ଯୁଗ୍ମ ନିର୍ଦ୍ଦେଶକ…..

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ ଖଣି ଖାଦାନରେ ରାଜ୍ୟ ଖଣି ବିଭାଗର ଚଡାଉପରେ ପ୍ରତିକ୍ରିୟା ରଖିଛନ୍ତି ଯୁଗ୍ମ ନିର୍ଦ୍ଦେଶକ ଏନ୍ଏନ୍ ସିଂଦେଓ । ତାଙ୍କ କହିବା ଅନୁଯାୟୀ, ଧର୍ମଶାଳାରେ ଓଭର ମାଇନିଂ ହୋଇଛି । ଅଧିକାଂଶ ଖଣିରେ ନିର୍ଦ୍ଧାରିତ…

ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ବର: ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି । ସିବିଆଇ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ଏଥିରେ ବହୁ ବିଜେଡି ନେତା ସମ୍ପୃକ୍ତ ଥିବାରୁ ପୂର୍ବ ସରକାର ଚାପି ରଖିଥିଲେ। ପୂର୍ବରୁ…

ଗାଁରେ ଝାଡାବାନ୍ତି ଆତଙ୍କ, ୨୫ ଆକ୍ରାନ୍ତ, ୨ ମୃତ

ଭଞ୍ଜନଗର: ବର୍ଷା ଦିନ ଆସୁ ଆସୁ ସାରା ରାଜ୍ୟରେ କାୟା ବିସ୍ତାର କଲାଣି ଝାଡାବାନ୍ତି। ଅପରିଷ୍କାର ପାଣି ନେବାରେ ଲାଗିଛି ଗୋଟେ ପରେ ଗୋଟେ ଜୀବନ। ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗତ…

ଆଜି ରସଗୋଲା ଦିବସ

ଭୁବନେଶ୍ଵର: ସାରା ରାଜ୍ୟରେ ଆଜି ପାଳିତ ହେଉଛି ‘ରସଗୋଲା ଦିବସ’ । ରସଗୋଲା ହେଉଛି ମିଠାମାନଙ୍କ ରାଜା। ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା ଅନ୍ୟତମ। କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି।…