ଭଙ୍ଗା ହେବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା

ଯାଜପୁର: ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା । ବଲ୍ଲେ ବଲ୍ଲେ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ଧର୍ମଶାଳା ବିଡିଓ । ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ବିଡିଓ । ସୂଚନାଯୋଗ୍ୟ ଯେ, ବିନା…

ବିଭିନ୍ନ ସମସ୍ୟାକୁ ନେଇ ନିମନ୍ତ୍ରଣ କଲେ ଲୋକେ: ମେୟର, କମିଶନରଙ୍କୁ ସାଙ୍ଗରେ ନେଇ ପହଞ୍ଚିଲେ ମନ୍ତ୍ରୀ

ବିଭିନ୍ନ ସମସ୍ୟାକୁ ନେଇ ଲୋକେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ମନ୍ତ୍ରୀ ଏକା ଗଲେନି। ମେୟର, କମିଶନର ଓ ସିଟି ଇଞ୍ଜିନିୟରଙ୍କୁ ସାଥିରେ ନେଇ ଗ୍ରାଉଣ୍ଡ ଜିରୋକୁ ଯାଇଥିଲେ। ସେଠାରେ ଲୋକଙ୍କ ଅଭିଯୋଗ ଶୁଣିଲେ। ଆଉ ତୁରନ୍ତ କାମ ଆରମ୍ଭ…

୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି କରାଯିବ । ଏହାସହିତ ସ୍ଵାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ କରାଯିବ ।…

ମୁମ୍ବାଇ ହିଟ୍‌ ଆଣ୍ଡ ରନ୍‌ ମାମଲା: ୧୪ ଦିନ ପାଇଁ ଜେଲ ହାଜତକୁ ଗଲେ ମୁଖ୍ୟ ଅଭିଯୁକ୍ତ

ମୁମ୍ବାଇର ୱର୍ଲି ହିଟ୍‌ ଆଣ୍ଡ ରନ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ଆଜି କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜୁଲାଇ ୯ରେ ତାଙ୍କୁ ପୁଲିସ୍‌ ଗିରଫ କରିଥିଲା। ସେ ମଦ ନିଶାରେ ନିଜ…

ଜୁଲାଇ ୨୦ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜୁଲାଇ ୨୦ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ, ଜୁଲାଇ ୧୯ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସ୍ଋଷ୍ଟି…

NTAର ଟ୍ରଙ୍କରୁ ନିଟ୍‌ ପ୍ରଶ୍ନପତ୍ର ଚୋରି କରିଥିବା ଇଞ୍ଜିନିୟର ଗିରଫ

ନିଟ-ୟୁଜି ପରୀକ୍ଷା କରୁଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)ର ଟ୍ରଙ୍କରୁ ପ୍ରଶ୍ନପତ୍ର ଚୋରି କରି ଲିକ୍‌ କରିଥିବା ଅଭିଯୋଗରେ ଆଜି ସିବିଆଇ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ଏମାନେ ପରୀକ୍ଷା ପୂର୍ବରୁ…

ମୃତ୍ୟୁ ପରେ ମଧ୍ୟ ଅମର ହୋଇଗଲେ ବିରେନ୍ଦ୍ର, ଦୁଇଜଣଙ୍କୁ ଦେଲେ ନୂଆ ଜୀବନ

କଟକ: ଦୁଇ ଜଣଙ୍କୁ ଅଙ୍ଗଦାନ କରି ଅମର ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ। ତାଙ୍କ ପାଇଁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଦୁଇ ଜଣ ନୂଆ ଜୀବନ ପାଇଛନ୍ତି। ସୂଚନା ଅନୁସାରେ, ଗତ ଜୁଲାଇ…

IAS ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂ ସ୍ଥଗିତ

ଆଗକୁ ଟ୍ରେନିଂ ନେଇ ପାରିବେନି ପୂଜା ଖେଡକର ! ବିବାଦ ମଧ୍ୟରେ ପ୍ରୋବେସନାରୀ IAS ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂକୁ ସ୍ଥଗିତ ରଖାଯାଇଛି। ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାଙ୍କ ପ୍ରଶିକ୍ଷଣକୁ ସ୍ଥଗିତ କରି ଦିଆଯାଇଛି।…

ଆସନ୍ତାକାଲି ସୁନାବେଶ, ମୁତୟନ ହେବେ ୧୯୦ ପ୍ଲାଟୁନ ଫୋର୍ସ

ପୁରୀ: ରାତି ପାହିଲେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ଆସନ୍ତା କାଲି ହରିଶୟନ ଏକାଦଶୀ ତିଥି ଥିବାରୁ ରଥ…

ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫ୍‌ଙ୍କ ଧାରଣା, ରୋଗୀ ସେବା ବାଧାପ୍ରାପ୍ତ

କଟକ: କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ହାଉସ୍ ସର୍ଜନ ଓ ନର୍ସଙ୍କ ଧାରଣା । ଅଧୀକ୍ଷକଙ୍କ ଅଫିସ୍ ଆଗରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫ୍ ଧାରଣା ଦେଇଛନ୍ତି । ସେପଟେ ଧାରଣା କାରଣରୁ ରୋଗୀ ସେବା ବାଧାପ୍ରାପ୍ତ…