ପଦ ଗଲା ପରେ ବି ଖାଲି କରି ନାହାନ୍ତି ଘର, ୨୦୦ରୁ ଅଧିକ ପୂର୍ବତନ ସାଂସଦଙ୍କୁ ନୋଟିସ୍
ନିର୍ବାଚନ ହାରିବା କିମ୍ବା ନିର୍ବାଚନ ଲଢ଼ିବାରୁ ବାଦ ପଡ଼ିଥିବା ୨୦୦ରୁ ଅଧିକ ପୂର୍ବତନ ସାଂସଦ ଏବେ ବି ସରକାରୀ ବଙ୍ଗଳା ଛାଡ଼ି ନାହାନ୍ତି। ପଦ ଗଲା ପରେ ମଧ୍ୟ ସେମାନେ ଲୁଟୟେନ୍ସ ଦିଲ୍ଲୀରେ ମିଳିଥିବା ସରକାରୀ ଘର ଛାଡ଼ିବାକୁ ଅରାଜି ହେଉଛନ୍ତି।…
