July 2024

ନାଟୋ କାର୍ଯ୍ୟକ୍ରମରେ ବାଇଡେନ୍‌ଙ୍କ ମତିଭ୍ରମ: ଜେଲେନସ୍କିଙ୍କୁ ‘ପୁଟିନ୍’ ଓ କମଳା ହାରିସଙ୍କୁ ‘ଟ୍ରମ୍ପ୍’ସମ୍ବୋଧନ କଲେ

ୱାସିଂଟନ: ଆ‌ମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆଉ ଏକ ବାକ୍‌-ସ୍ଖଳନ ଘଟଣା ତାଙ୍କ ଦଳକୁ ଚିନ୍ତାରେ ପକାଇଦେଇଛି। ଗୁରୁବାର (ସ୍ଥାନୀୟ ସମୟ) ଏକ ନାଟୋ କାର୍ଯ୍ୟକ୍ରମରେ ସେ ଭୁଲବଶତଃ ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କୁ ‘ରାଷ୍ଟ୍ରପତି ପୁଟିନ୍’ ଓ କମଳା ହାରିସଙ୍କୁ…

‘ନିଜକୁ କୋର୍ଟ ଭାବୁଛନ୍ତି ଦିଲ୍ଲୀ ଉପରାଜ୍ୟପାଳ, ବୁଦ୍ଧି ଖଟାଉ ନାହାନ୍ତି’

ନୂଆଦିଲ୍ଲୀ: ‘ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସକସେନାଙ୍କ ବୁଦ୍ଧି ବିବେକ ହଜିଗଲାଣି। ସେ ନିଜକୁ କୋର୍ଟ ଭାବି ଦେଇଛନ୍ତି। ଫଳରେ ଆମ ନିର୍ଦ୍ଦେଶକୁ ବେଖାତିର କରିବାକୁ ସାହସ କରି ପାରୁଛନ୍ତି। ’ ସୁପ୍ରିମକୋର୍ଟଙ୍କ ଅନୁମତି ବିନା ଦିଲ୍ଲୀରେ ୧୧ଶହ ଗଛ କାଟିବାକୁ ଉପରାଜ୍ୟପାଳ…

ଜେଲ୍‌ରେ କେଜ୍ରିୱାଲଙ୍କ ଜୀବନ ସହିତ ଖେଳାଯାଉଛି, ଓଜନ ହ୍ରାସ ଗୁରୁତର ରୋଗର ଲକ୍ଷଣ: ଚିନ୍ତା ପ୍ରକଟ କଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଜୀବନ ସହ ଜେଲ୍‌ରେ ଖେଳାଯାଉଛି। ପାର୍ଟି ପକ୍ଷରୁ ସାଂସଦ ସଞ୍ଜୟ ସିଂ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ପ୍ରଶ୍ନ ଉଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ…

ଉପନିର୍ବାଚନରେ ବାଜି ମାରିଲେ ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ସିମଲା : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପତ୍ନୀ କମଲେଶ ଠାକୁର ନିଜର ନିର୍ବାଚନ ଡେବ୍ୟୁରେ କମାଲ କରିଛନ୍ତି। ସେ ଦେହରା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ବାଜିମାତ କରିଛନ୍ତି। ପ୍ରଥମଥର ପାଇଁ ସେ ନିର୍ବାଚନ ଲଢ଼ୁଥିବା ବେଳେ…

ତିନି ଲକ୍ଷ ପାଇଁ ନିଜ ଅପହରଣର ନାଟକ ରଚିଥିଲା ଅଭିଯୁକ୍ତ

ନୂଆପଡା: ନିଜ କାହାଣୀର ନିଜେ ନାୟକ ଏବଂ ନିଜେ ହିଁ ଖଳନାୟକ । ଟଙ୍କା ପାଇଁ ନିଜେ ରଚିଥିଲେ ନିଜର ଅପହରଣ । ବାପାଙ୍କ ପାଖକୁ ୩ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ନିଜେ ନିଜର ଅପହରଣ ନାଟକ ରଚିଥିଲେ…

ଜୁନ ୨୫ ଏଣିକି ‘ସମ୍ବିଧାନ ହତ୍ୟା ଦିବସ’

ଏଣିକି ପ୍ରତିବର୍ଷ ଜୁନ ୨୫କୁ ଦେଶରେ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏ ସମ୍ପର୍କରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଘୋଷଣା କରିଛନ୍ତି। ଏଥିସହ ଏନେଇ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୭୫ ମସିହା…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଗାଣ ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ବଲାଙ୍ଗୀର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଯୋଗାଣ ଅଧିକାରୀ । ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଜଣେ ରାଇସ୍ ମିଲର୍ସଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ…

ୟୁକ୍ରେନ ଲୋକେ ନିଜ ହାତଗୋଡ଼ ଭାଙ୍ଗିବା ପାଇଁ ଡାକ୍ତରଙ୍କ ପାଖରେ ଦେଉଛନ୍ତି ଲମ୍ବା ଲାଇନ

କିଭ୍: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଏକ ଅଦ୍ଭୁତ ଧାରା ଦେଖାଯାଉଛି। ଏଠାରେ ଅନେକ ଲୋକେ ନିଜ ହାତ ଓ ଗୋଡ଼ ଭାଙ୍ଗିବା ପାଇଁ ଡାକ୍ତରଙ୍କ ପାଖରେ ଲମ୍ବା ଲାଇନ ଦେଉଛନ୍ତି। ଏହା ସହିତ ଟେଲିଗ୍ରାମରେ ଅନେକ ବିଜ୍ଞାପନ ମଧ୍ୟ…

ବିଜେଡି ହିଁ ବିଜେଡିକୁ ହରାଇଛି: ନୃସିଂହ ସାହୁ

ଭୁବନେଶ୍ୱର: ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ। ବିଜେଡି ହିଁ ବିଜେଡିକୁ ହରାଇଛି ବୋଲି କହିଲେ ନୃସିଂହ। ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ ବୋଲି କହିଛନ୍ତି ନୃସିଂହ ସାହୁ । ନୃସିଂହ କହିଛନ୍ତି ଯେ, ବହୁତ…

ମହାରାଷ୍ଟ୍ରରେ ହୋଟେଲ ରାଜନୀତି : ନିଜ ନିଜ ବିଧାୟକଙ୍କୁ ଲୁଚାଇବା ପରେ ଏବେ ଭୋଟିଂ ଜାରି

ମୁମ୍ବାଇ: ମହାରାଷ୍ଟ୍ର ବିଧାନ ପରିଷଦର ୧୧ଟି ଆସନ ପାଇଁ ଶୁକ୍ରବାର ନିର୍ବାଚନ ହେଊଛି। ଶାସକ ଦଳ ତଥା ସହଯୋଗୀ ଦଳ ସହିତ ବିରୋଧୀ ମହା ବିକାଶ ଅଘାଡି (ଏମଭିଏ) ନିଜ ନିଜ ବିଧାୟକଙ୍କୁ ଲୁଚାଇବାରେ ବ୍ୟସ୍ତ ଅଛନ୍ତି। ନିର୍ବାଚନରେ ​​କ୍ରସ-ଭୋଟିଂକୁ ଭୟ…