ଅକ୍ଷମଣୀୟ ତ୍ରୁଟିକୁ ନେଇ ମହାପ୍ରଭୁଙ୍କ ଇଚ୍ଛା କହିବା ଶ୍ରଦ୍ଧାଳୁଙ୍କ ମନକୁ ଆଘାତ ଦେଉଛି: ସୁଲୋଚନା ଦାସ
ଭୁବନେଶ୍ବର: ପହଣ୍ଡି ବେଳେ ଘଟିଥିବା ଅଘଟଣକୁ ନେଇ କଡ଼ା ପ୍ରତିକ୍ରିୟା ରଖିଲା ବିଜେଡି। ଏହା ଲଜ୍ଜାଜନକ, ଅକ୍ଷମଣୀୟ ତ୍ରୁଟି ବୋଲି କହିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ। ଏହି ଘଟଣା ସାଢ଼େ ୪ କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଛି। ତା ଭିତରେ…
