ମୋଦୀ ସରକାର ହେଉଛନ୍ତି ପାର୍ଲେ-ଜି ବିସ୍କୁଟ: ସଂସଦରେ ଅଖିଳେଶଙ୍କ କଟାକ୍ଷ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସରକାର ଏବଂ ବିରୋଧୀ ଦଳଙ୍କ ମଧ୍ୟରେ ବିବାଦ ସମୟରେ ସଂସଦର ପରିବେଶକୁ ହସଖୁସିରେ ପରିଣତ କରିଥିଲେ ଏସ୍‌ପି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ।​ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ପାର୍ଲେ-ଜି ବିସ୍କୁଟ ସହ ତୁଳନା କରି…

ଆୟର୍ଲାଣ୍ଡକୁ ୨-୦ ଗୋଲ୍‌ରେ ପରାଜିତ କଲା ଭାରତ, ହରମନପ୍ରୀତ ଦେଲେ ୨ ଗୋଲ୍

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପୁଲ୍ ‘ବି’ ମ୍ୟାଚ୍‌ରେ ଭାରତ ୨-୦ ଗୋଲ୍‌ରେ ଆୟର୍ଲାଣ୍ଡକୁ ପରାଜିତ କରିଛି। ପ୍ରଥମ କ୍ୱାର୍ଟରରେ ଏକ ଗୋଲ୍ ସ୍କୋର କରି ହରମାନପ୍ରୀତ ସିଂ ଆୟର୍ଲାଣ୍ଡ ବିପକ୍ଷରେ ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ…

ପ୍ରେମିକାକୁ ୨୦ ଥର ଛୁରୀ ଭୁଶି ହତ୍ୟା; ପ୍ରେମିକ ଗିରଫ

ମୁମ୍ବାଇ : ମୁମ୍ବାଇର ଏକ ରେଳ ଷ୍ଟେସନ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣାର ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ପ୍ରେମିକକୁ କର୍ଣ୍ଣାଟକ ଶାହପୁରରୁ ଗିରଫ କରିଛି ପୁଲିସ। ଦୁଇ ଦିନ ତଳେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଆଜି ପୁଲିସ…

ଜମି ଖଣ୍ଡେ ପାଇଁ ପାକିସ୍ତାନରେ ଦଙ୍ଗା, ୪୯ ମୃତ

ଇସ୍ଲାମାବାଦ: ଜମି ଖଣ୍ଡିଏ ପାଇଁ ପାକିସ୍ତାନରେ ଦୁଇ ଜନଜାତି ସମୁଦାୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି । ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶରେ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ଏପର୍ଯ୍ୟନ୍ତ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ…

ରାହୁଲ ଗାନ୍ଧିଙ୍କ ପ୍ରତି ଅନୁରାଗ ଠାକୁରଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ଜାତିଗତ ଜନଗଣନା କଥା କହୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପ୍ରତି ବିବାଦୀୟ ଟିପ୍ପଣୀ କରିଛନ୍ତି ବିଜେପି ସାଂସଦ ଅନୁରାଗ ଠାକୁର। ଯେଉଁମାନେ ନିଜର ଜାତି ସମ୍ପର୍କରେ ଜାଣି ନାହାନ୍ତି, ସେମାନେ ଜାତିଗତ ଜନଗଣନା କଥା କହୁଥିବା ଅନୁରାଗ…

ୱାୟନାଡ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ଶହେ ଟପିଲା

ୱାୟନାଡ : କେରଳ ୱାୟନାଡରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ପ୍ରବଳ…

ଅଗଷ୍ଟ ୩ ସୁଦ୍ଧା ପ୍ରତିଦିନ ସୁପ୍ରିମକୋର୍ଟରେ ଚାଲିବ ଲୋକ ଅଦାଲତ

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ଆଜି ନିଜର ପ୍ରଥମ ସ୍ବତନ୍ତ୍ର ଲୋକ ଅଦାଲତର ଶୁଭାରମ୍ଭ କରିଛନ୍ତି। ଏହି ଲୋକ ଅଦାଲତ ଜରିଆରେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ଖୁବ୍ ଶୀଘ୍ର କରିବାକୁ ଚେଷ୍ଟା କରୁଛନ୍ତି। ଆଜିଠାରୁ ଅଗଷ୍ଟ ୩ ତାରିଖ…

ବୀର ମାଧୋ ସିଂଙ୍କ ନାମରେ ବୟାନ ପ୍ରତିବାଦ : ଘେଁସରେ ବନ୍ଦ ପାଳନ, ସୁରଙ୍କ କ୍ଷମା ପ୍ରାର୍ଥନା

ବରଗଡ଼ : ବୀର ମାଧୋ ସିଂଙ୍କ ପ୍ରତି ବରିଷ୍ଠ ନେତା ସୁର ରାଉତରାୟଙ୍କ ବୟାନ ପ୍ରତିବାଦରେ ସୋହେଲା ବ୍ଲକ ଘେଁସରେ ବନ୍ଦ ପାଳନ। ଘେଁସ ଗାଁରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଲୋକ କବି ହଳଧର ନାଗ ଧାରଣାରେ ବସିଛନ୍ତି…

ରାଜ୍ୟରେ ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଆଗ୍ରହ ବଢୁଛି

ରାଜ୍ୟରେ ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଆଗ୍ରହ ବଢୁଛି। ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଏମିତିକି ଗତ ଦୁଇଟି ଆର୍ଥିକ ବର୍ଷ (୨୦୨୨-୨୩ ଓ ୨୦୨୩-୨୪)ର ତଥ୍ୟକୁ ତୁଳନା କଲେ ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ…

ପ୍ୟାରିସ ଅଲିମ୍ପିକ୍ସ: ଶେଷ ମିନିଟରେ ଗୋଲ କରି ମ୍ୟାଚ୍‌ ଡ୍ର ରଖିଲା ଭାରତୀୟ ହକି ଟିମ

କଡ଼ା ସଂଘର୍ଷ କରି ଭାରତୀୟ ପୁରୁଷ ହକି ଟିମ ଆର୍ଜେଣ୍ଟିନା ସହ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଛି। ଆରମ୍ଭରୁ ୦-୧ରେ ପଛରେ ପଡ଼ିଥିବା ଭାରତୀୟ ହକି ଟିମ ଶେଷ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତି ୧-୧…