ନିର୍ବାଚନ ଜିତିଥିବାରୁ ବିଜେପି ସାଂସଦଙ୍କ କାର୍ଯ୍ୟକ୍ରମରେ ମାଗଣାରେ ବଣ୍ଟା ହେଲା ମଦ
କାରେଟ ପରେ କାରେଟ ମଦ ବୋତଲ। ଲମ୍ବା ଧାଡ଼ିରେ ନିଜ ପାଳିକୁ ଅପେକ୍ଷା କରିଛନ୍ତି ଲୋକ। ପୁଲିସ୍ ମଧ୍ୟ ସୁରକ୍ଷା ଦେବାକୁ ଉପସ୍ଥିତ। ଧାଡ଼ିରେ ଆସି ଲୋକମାନେ ମଧ୍ୟ ମାଗଣାରେ ନେଉଛନ୍ତି ଗୋଟିଏ ପରେ ଗୋଟିଏ ବୋତଲ। ନିର୍ବାଚନରେ ଜିତିତଥିବାରୁ ବିଜେପି…
