ଅଧିକ ଦିନ ରହିବେ ନାହିଁ ମୋଦୀ ସରକାର: ସଞ୍ଜୟ ରାଉତ
ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମହାରାଷ୍ଟ୍ରର ରାଜନୀତି ସରଗରମ ହେବାରେ ଲାଗିଛି। ଉଭୟ ପ୍ରମୁଖ ମିଳିତ ମଞ୍ଚ ଏବଂ ସମସ୍ତ ପ୍ରମୁଖ ୬ ଟି ଦଳ ଦିନରାତି ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ସେମାନେ ପ୍ରତ୍ୟେକ ମୁହୂର୍ତ୍ତରେ…
