ଇ-କେୱାଇସି କରିନାହାନ୍ତି ୧୫ ଲକ୍ଷରୁ ଅଧିକ ହିତାଧିକାରୀ, ନଭେମ୍ବରରୁ ମିଳିବନି ଚାଉଳ
ଭୁବନେଶ୍ବର: ଇ-କେୱାଇସି କରି ନ ଥିଲେ ନଭେମ୍ବରରୁ ଆଉ ମିଳିବନି ଚାଉଳ । କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଏଭଳି ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି । ତଥାପି ରାଜ୍ୟରେ ୧୫ଲକ୍ଷରୁ…
