ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ, ଇଭିଏମରେ ସିଲ୍ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ

ବିହାର: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨୧ ଆସନରେ ମୋଟ ୧୩୧୪ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା। ଗୁରୁବାର…

ନୌସେନାରେ ସାମିଲ ହେଲା ଆଇଏନଏସ ଇକ୍ଷକ

ନୂଆଦିଲ୍ଲୀ : ଭାରତୀୟ ନୌସେନା ଏହାର ନୌସେନାରେ ଆଉ ଏକ ସ୍ୱଦେଶୀ ଶକ୍ତି ଯୋଡିବାକୁ ହୋଇଛି। ଗୁରୁବାର ଦିନ, ନୌସେନାର ତୃତୀୟ ସର୍ଭେ ଜାହାଜ (SVL) ଶ୍ରେଣୀର ଜାହାଜ, INS ଇକ୍ଷକକୁ କୋଚିର ଦକ୍ଷିଣ ନୌସେନା କମାଣ୍ଡରେ ଆନୁଷ୍ଠାନିକ ଭାବରେ ନିୟୋଜିତ…

ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଗାଡ଼ି ଉପରକୁ ପଥରମାଡ଼

ପାଟନା: ବିଧାନସଭା ନିର୍ବାଚନରର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସକାଳୁସକାଳୁ ବିହାର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବିହାର ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କ କନଭେ ଉପକୁ ପଥମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ସକାଳେ ଉପମୁଖ୍ୟମନ୍ତ୍ରୀ ତଥା ଲଖିସରାଇ…

ବିଶ୍ବ ବିଜେତା ମହିଳା ଟିମକୁ ଟାଟାର ଉପହାର: ପ୍ରତି ଖେଳାଳିଙ୍କୁ ମିଳିବ ୨୫ ଲକ୍ଷର କାର୍

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ କ୍ରିକେଟର ଚାମ୍ପିଅନ ମୁକୁଟ ପିନ୍ଧିଛି । ଏହା ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ସାଉଥ ଆଫ୍ରିକାକୁ ହରାଇ ମହିଳା ଟିମ୍ ଦିନିକିଆ ବିଶ୍ବକପ ନିଜ ନାମରେ କରିଛି ।…

ଫିଲିପାଇନ୍ସରେ ଟାଇଫୁନ୍ କଲମାଏଗି ନେଲା ୨୪୧ ଜୀବନ, ଏମରଜେନ୍ସୀ ଘୋଷଣା କଲେ ରାଷ୍ଟ୍ରପତି

ଫିଲିପାଇନ୍ସ : ଫିଲିପାଇନ୍ସରେ ଟାଇଫୁନ୍ କଲମାଏଗିର ତାଣ୍ଡବ । ଏହି ଭୀଷଣ ବାତ୍ୟା ଫିଲିପାଇନ୍ସକୁ ଛାରଖାର କରିଦେଇଛି । ପ୍ରାୟ ୨୪୧ ଜଣ ପ୍ରାଣ ଚାଲିଯାଇଥିବା ବେଳେ ଅନେକ ନିଖୋଜ ରହିଛି । ସେଠିକାର ପରିସ୍ଥିତି ଦେଖି ଫିଲିପିନ୍ସର ରାଷ୍ଟ୍ରପତି ଦେଶରେ ଆପତ୍ତକାଳୀନ…

ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦୁଝର ଡିଏସଏସଓ

କେନ୍ଦୁଝର: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି କେନ୍ଦୁଝର ଡିଏସଏସଓ(ଜିଲା ସାମାଜିକ ନିରାପତ୍ତା ଅଧିକାରୀ) ବିପ୍ଳବ କେଶରୀ ସାମନ୍ତରାୟ। ବିପ୍ଳବ ଏକ ଏନଜିଓଠାରୁ ଏହି ଲାଞ୍ଚ ଅର୍ଥ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ସୂଚନା…

ବେଆଇନ କ୍ଲିନିକ୍ ଉପରେ ଚଢାଉ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ରାୟଗଡ଼ା: ରାୟଗଡା ଜିଲ୍ଲା ଗୁଣପୁର ସହରରେ ବେଆଇନ ଭାବରେ ଚାଲିଥିବ ଏକାଧିକ କ୍ଲିନିକ୍ ଉପରେ ଆଜି ଚଢାଉ ହୋଇଛି । ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦିଲୀପ ଦୁଧାଲ ଏହି ଚଢାଉ କରି ଉକ୍ତ ଦୋକାନ ଗୁଡିକରେ କୌଣସି କାଗଜ ପତ୍ର ନଥାଇ…

ସୀମା ବିବାଦକୁ ନେଇ ଉତ୍ତେଜନା; ଓସ୍ତପୁର-କୋଟପଲ୍ଲା ଗାଁରେ ପୁଣି ଲାଗିଲା ୧୬୩ ଧାରା

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଉତ୍ତେଜନା। ପୁଣି ଲାଗିଲା ୧୬୩ ଧାରା। ବାଘମାରୀ ଥାନାର ଓସ୍ତପୁର-କୋଟପଲ୍ଲା ଗାଁରେ ୧୬୩ ଧାରା ଲାଗୁ। ଗତକାଲି ସୀମା ବିବାଦକୁ ନେଇ ପୋଡାଜଳା ପରସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ…

‘ଗ୍ରୀନ୍‌ ଇଣ୍ଡିଆ’ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକଙ୍କ ଘରେ ଇଡି ରେଡ୍

ବ୍ରହ୍ମପୁର: ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢାଉ ହୋଇଛି । ଆଜି ଇଡିର ୬ ଜଣିଆ ଦଳ ବ୍ରହ୍ମପୁର ଆଯୋଧ୍ୟାନଗର ୨ୟ ଲାଇନ୍ ସ୍ଥିତ ପ୍ରଦୀପଙ୍କ ବାସ ଭବନରେ ପହଞ୍ଚି…

ନୂଆପଡା ପାଇଁ କଂଗ୍ରେସ ପ୍ରକାଶ କଲା ନିର୍ବାଚନୀ ଇସ୍ତାହାର

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ପ୍ରଥମ ଥର ଉପନିର୍ବାଚନରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ସଭାପତି, ପୂର୍ବତନ ସଭାପତିଙ୍କ ଉପସ୍ଥିତିରେ…