ରୁଷରେ ବ୍ୟାନ୍ ହେଲା ହ୍ବାଟ୍ସଆପ; ଆମେରିକାକୁ ଝଟକା
ରୁଷ୍ : ଆମେରିକାକୁ ବଡ଼ ଝଟକା ଦେଲା ଋଷିଆ । ଋଷ୍ ମେଟାର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହ୍ବାଟ୍ସଆପକୁ ବ୍ୟାନ୍ କରିଦେଇଛି । ଋଷରେ ହ୍ବାଟ୍ସଆପ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହି ନିଷ୍ପତ୍ତିକୁ ନିଶ୍ଚିତ କରି ମାସ୍କୋ…
ରୁଷ୍ : ଆମେରିକାକୁ ବଡ଼ ଝଟକା ଦେଲା ଋଷିଆ । ଋଷ୍ ମେଟାର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହ୍ବାଟ୍ସଆପକୁ ବ୍ୟାନ୍ କରିଦେଇଛି । ଋଷରେ ହ୍ବାଟ୍ସଆପ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହି ନିଷ୍ପତ୍ତିକୁ ନିଶ୍ଚିତ କରି ମାସ୍କୋ…
ନୂଆଦିଲ୍ଲୀ : ଭାରତକୁ ମିଳିବ ଆଉ ୧୧୪ଟି ରାଫେଲ ଯୁଦ୍ଧ ବିମାନ । ୩.୬୦ ଲକ୍ଷ କୋଟିର ପ୍ରସ୍ତାବକୁ ମଞ୍ଜୁରୀ । ଭାରତର ସାମରିକ ଶକ୍ତିକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…
ନୂଆଦିଲ୍ଲୀ : ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଯାଞ୍ଚରେ ଏକ ବଡ଼ ଖୁଲାସା ହୋଇଛି । ୩୭ତମ ଜାତିସଂଘ ରିପୋର୍ଟରେ ଦିଲ୍ଲୀ ଲାଲକିଲ୍ଲା ଆକ୍ରମଣରେ ଜୈଶ-ଏ-ମହମ୍ମଦର ହାତ ଥିବା ସୂଚନା ମିଳିଛି । ଗତ ବର୍ଷ ନଭେମ୍ବର ୧୦ ତାରିଖରେ…
ପାଟନା : ବିହାର ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ । ବୋମା ଧମକ ମିଳିବା ପରେ ଚାରିଆଡେ ଭୟର ବାତାବରଣ ଦେଖାଦେଇଥିଲା । ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରକୁ ଖାଲିକରିଦିଆଯାଇଥିଲା । କୋର୍ଟରେ ଥିବା…
ନୂଆଦିଲ୍ଲୀ: କେରଳ କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇଛନ୍ତି । ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବା ବେଳେ…
ନୂଆଦିଲ୍ଲୀ: ଟେକ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି କମ୍ପାନୀରେ ରହିବାକୁ ହେଲେ AI ବା କୃତ୍ରିମ ବୁଦ୍ଧିମତାକୁ ଆପଣେଇବାକୁ ହେବ, ନଚେତ୍ ସମ୍ମାନର ସହ ବିଦାୟ ନେବାକୁ ପଡ଼ିବ। ନିଜ କର୍ମଚାରୀଙ୍କୁ ଏମିତି କିଛି କଡ଼ା ଚେତାବନୀ…
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର (୧୧ ଫେବୃଆରୀ) କେନ୍ଦ୍ରକୁ ୧୨ ଜୁନ୍, ୨୦୨୫ରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମାମଲାରେ ଏପର୍ଯ୍ୟନ୍ତ ଅନୁସରଣ କରାଯାଇଥିବା ପ୍ରକ୍ରିୟାଗତ ପ୍ରୋଟୋକଲ ଉପରେ ଏକ ସଂକ୍ଷିପ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍…
ମୁନିଗୁଡ଼ା : ମୁନିଗୁଡା ବନଖଣ୍ଡ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତର ଡିମିରିଗୁଡା ଗ୍ରାମ ନିକଟରେ ବାଘ ପାଦଚିହ୍ନ ଦେଖିବାକୁ ମିଳିଛି। ଗତକାଲି ରାତିରେ ଏକ ବାଛୁରୀକୁ ବାଘ ଖାଇଥିବା ସନ୍ଦେହ। ରାୟଗଡ଼ା ଜିଲ୍ଲା ଡିମିରିଗୁଡା ଗ୍ରାମ ନିକଟରେ ବାଘ ଆତଙ୍କ। ଗ୍ରାମ ନିକଟରେ…
କଟକ : ଲେଜର ଲାଇଟ ଉପରେ ବ୍ୟାନ ଲଗାଇଲେ ହାଇକୋର୍ଟ । କଟକ ସହରରେ ହୋଇ ପାରିବ ନାହିଁ ଲେଜର ଲାଇଟ ବ୍ୟବହାର । ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା । ରୋଷଣୀ ଆଦିରେ ଡିଜେ…
ବାଙ୍କି : ଖରାଦିନ ଆସିନି । ଏବେଠୁ ଜଳିଲାଣି ଜଙ୍ଗଲ । କଟକ ଜିଲ୍ଲା ବାଙ୍କୀ ବ୍ଲକ ଗୋପବନ୍ଧୁ ନଗରଠାରୁ ଖଏରପଙ୍ଗା ରାସ୍ତା କଡ଼ରେ ଥିବା ପଟାଶ ଜଙ୍ଗଲରେ ନିଆଁ ଲାଗିଛି । ହୁ ହୁ ହୋଇ ଜଳୁଛି ୪ ଏକରରୁ…