ଶାସନ ମୁଖ୍ୟ ଭାବରେ ୮୯୩୧ ଦିନ ପୂରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ରେକର୍ଡ ।  ଭାରତର ସବୁଠାରୁ ଦୀର୍ଘକାଳୀନ ଶାସନ ମୁଖ୍ୟ। ଶାସନ ମୁଖ୍ୟ ଭାବରେ ୮,୯୩୧ ଦିନ ପୂରଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଜନୈତିକ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ…

ଏପ୍ରିଲ ୧ରୁ ବଢିପାରେ ବିମାନ ଟର୍ବାଇନ୍ ଇନ୍ଧନର ମୂଲ୍ୟ

ନୂଆଦିଲ୍ଲୀ  : ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ବିମାନରେ ବ୍ୟବହୃତ ATF ଅର୍ଥାତ୍ ବିମାନ ଟର୍ବାଇନ୍ ଇନ୍ଧନର ମୂଲ୍ୟ ଏପ୍ରିଲ ୧ରୁ ବୃଦ୍ଧି ପାଇପାରେ । ଯଦି ମୂଲ୍ୟ ବୃଦ୍ଧି ପାଏ, ତେବେ ବିମାନ ଯାତ୍ରା ମହଙ୍ଗା ହୋଇପାରେ । ଏହି…

କତାରର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ମୃତ

ନୂଆଦିଲ୍ଲୀ : ଇସ୍ରାଏଲ-ଆମେରିକା-ଇରାନ ବିବାଦ ମଧ୍ୟରେ କାତାରର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି । ପାରସ୍ୟ ଉପସାଗରର ଦେଶର ଜଳସୀମାରେ ଏହି ଦୁର୍ଘଟଣା ଘଟିଛି ।…

ଭାରତକୁ ପରମାଣୁ ବୋମାର ଧମକ ଦେଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତକୁ ପରମାଣୁ ବୋମାର ଧମକ। ଆମେରିକା ଆମ ପରମାଣୁ ଅସ୍ତ୍ରକୁ ଟାର୍ଗେଟ୍ କଲେ ଆମେ ଦିଲ୍ଲୀ-ମୁମ୍ବାଇ ଉପରେ ବୋମା ପକାଇବୁ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ହାଇକମିଶନର ଅବଦୁଲ ବାସିତ।  ପାକିସ୍ତାନର ପୂର୍ବତନ ହାଇକମିଶନର ଅବଦୁଲ ବାସିତ ଏକ ଅତ୍ୟନ୍ତ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିମାନ ଶିଳ୍ପ ପ୍ରଭାବିତ, ୩ ସପ୍ତାହ ମଧ୍ୟରେ ୨୫୦୦ ଉଡାଣ ରଦ୍ଦ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଫ୍ଲାଇଟ୍ ଉପରେ ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧର ବହୁତ ବଡ଼ ପ୍ରଭାବ ପଡିଛି ।  ଗତ ତିନି ସପ୍ତାହ ମଧ୍ୟରେ ପାଖାପାଖି ୨୫୦୦ ଉଡାଣ ବାତିଲ କରାଯାଇଛି ବୋଲି ଏୟାରଲାଇନ୍ସର ସିଇଓ କ୍ୟାମ୍ପେବେଲ ୱିଲସନ୍ କର୍ମଚାରୀମାନଙ୍କୁ ସୂଚନା…

ଆମେରିକାରୁ ଭାରତକୁ ଆସିଲା ଏଲପିଜି ବୋଝେଇ ଜାହାଜ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି । ଗୋଟିଏ ପଟେ ବିଶ୍ବସ୍ତରରରେ ଶକ୍ତି ଯୋଗାଣକୁ ନେଇ ଅନିଶ୍ଚିତତା ଥିବାବେଳେ ଅନ୍ୟପଟେ ଏଲପିଜି ମାଲବାହୀ ଜାହାଜ ଭାରତର ନ୍ୟୁ ମାଙ୍ଗାଲୁରୁ ବନ୍ଦରରେ…

୨୩ରୁ ବିଏଡ, ଏମଏଡ, ବିଏଚଏଡ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ଵର:ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୁଇ ବର୍ଷିଆ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼…

କଳାବାଘ ଛାଲ ଜବତ, ୨ ଗିରଫ

ମୟୁରଭଞ୍ଜ : ଶିମିଳିପାଳରେ କଳା ବାଘ ଶିକାର ।  ଶିକାର କରି ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ ।  ବାଘ ଛାଲ ଜବତ୍ କରିବା ସହ ଘଟଣା ସ୍ଥଲରୁ ୨ ଜଣଙ୍କୁ ଗିରଫ କରି ତଦନ୍ତ…

ଓଡ଼ିଆ ଗାୟିକା ଦିପ୍ତୀରେଖାଙ୍କ ୟୁଟ୍ୟୁବ ଲିଙ୍କକୁ ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଆ ଗାୟିକା ଦୀପ୍ତିରେଖା ପାଢୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ।  ଦୀପ୍ତିରେଖାଙ୍କ ଏକ ଭଜନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି । ମାଆ ଦୁର୍ଗତି ନାଶିନୀଙ୍କ ଉପରେ ଦୀପ୍ତିରେଖା ଗାୟିଥିବା ଏକ…

ଏଣିକି ବଡ଼ଦାଣ୍ଡରେ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି

ଭୁବନେଶ୍ୱର: ଏଣିକି ବଡ଼ଦାଣ୍ଡରେ ଖୋଲି ପାରିବେନି ମଦ ଦୋକାନ। ପୁରୀ ଶ୍ରୀମନ୍ଦିର ୧ କି.ମି. ପରିଧି ବଡ଼ଦାଣ୍ଡରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏହି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବାକୁ କୌଣସି ସ୍ବତନ୍ତ୍ର ନିୟମ ନାହିଁ।…