ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ୱାର୍ଡେନଙ୍କୁ ହାଣିଲେ ଦୁର୍ବୃତ୍ତ, ୱାର୍ଡେନ ମୃତ
ବାଲେଶ୍ବର: ବାଲେଶ୍ବରରେ ବିଳମ୍ବିତ ରାତ୍ରିରେ ହଣାକଟା । ବିଚ୍ ବଜାର ରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ୱାର୍ଡେନଙ୍କୁ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ୱାର୍ଡେନ ମୃତ, ରକ୍ତ ଜଡୁବୁଡୁ ଅବସ୍ଥାରେ ପ୍ରଧାନ ଶିକ୍ଷୟିତ୍ରୀ ହସ୍ପିଟାଲରେ ଭର୍ତ୍ତି । ମୃତକ ହେଲେ ବଡସାହି ଥାନା…
