କଡ଼ାକଡ଼ି ହେଲା କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ସୁରକ୍ଷା
ଭୁବନେଶ୍ବର: ସରିଲା ଭୋଟ୍ ଗଣତି। ହାଇଭୋଲ୍ଟେଜ ଲଢେଇ ଭିତରେ ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ଫଳ। ରାଜ୍ୟସଭାକୁ ନିର୍ବାଚିତ ହେଲେ ମନମୋହନ ସାମଲ, ସୁଜିତ କୁମାର, ଦିଲ୍ଲୀପ ରାୟ ଓ ସଂନ୍ତୃପ୍ତ ମିଶ୍ର। ହାରିଲେ ଦତ୍ତେଶ୍ବର ହୋତା। ହେଲେ ରାଜ୍ୟସଭା ନିର୍ବାଚନରେ…
