ଜନଗଣନା ଆଳରେ ଲୁଟ୍, ବେକରେ ଛୁରୀ ଲଗାଇ ନେଇଗଲା ମୋବାଇଲ ଓ ମଙ୍ଗଳସୂତ୍ର

ଢେଙ୍କାନାଳ: ଜନଗଣନା ବାହାନାରେ ଲୁଟ୍ । ମୋବାଇଲ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧରପ୍ରସାଦ ଗାଁରେ ଲୁଟ୍ ହୋଇଛି । ଗାଁର ବୀଭତ୍ସ ପଟ୍ଟନାୟକଙ୍କ ଘରକୁ ଜଣେ ଲୁଟେରା ଜନଗଣନାକାରୀ ବୋଲି ପରିଚୟ ଦେଇ ଆସିଥିଲା…

ଏଥର ଖରା ଛୁଟିରେ ହ୍ବାଟ୍ସଆପ୍ ମାଧ୍ୟମରେ “ସମର ଲର୍ଣ୍ଣିଂ” କାର୍ଯ୍ୟକ୍ରମରେ ଚାଲିବ ଶିକ୍ଷାଦାନ

ଭୁବନେଶ୍ୱର : ଏଥର ଖରାଛୁଟିରେ ପାଠପଢା । ଘରେ ରହି ପାଠ ପଢିବେ ଛାତ୍ରଛାତ୍ରୀ । ଖରା ଛୁଟି ସମୟରେ ପିଲାଙ୍କୁ ପାଠପଢ଼ାରୁ ନଦୁରେଇବା ପାଇଁ ନୂଆ ବ୍ୟବସ୍ଥା କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ । ହ୍ବାଟ୍ସଆପ୍ ମାଧ୍ୟମରେ “ସମର…

ଯୁବତୀଙ୍କୁ ବୀଭତ୍ସ ହତ୍ୟା, ବିଲରୁ ମୃତଦେହ ଉଦ୍ଧାର

ଜଗତସିଂହପୁର: ନିର୍ବନ୍ଧ ସରିଥିଲା, ଆଉ କିଛି ଦିନ ପରେ ବାଜିଥାନ୍ତା ସେହେନାଇ ।  ହେଲେ ତା ପୂର୍ବରୁ ପାଣି ଫୋଟକା ପରି ମିଳେଇଗଲା ସବୁ ସ୍ବପ୍ନ । ବାହାଘର ପୂର୍ବରୁ ଯୁବତୀଙ୍କୁ ହତ୍ୟା । ବିଲରୁ ଉଦ୍ଧାର ହେଲା ଅର୍ଦ୍ଧଉଲଗ୍ନ ମୃତଦେହ ।…

OCAC ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା, ୭ ଦିନ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : OCACରେ ଦୁର୍ନୀତି ଅଭିଯୋଗ ମାମଲାରେ ରିପୋର୍ଟ ତଲବ । ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା ଅଭିଯୋଗ ମାମଲାରେ ରିପୋର୍ଟ ମାଗିଲେ ବଭାଗୀୟ ମନ୍ତ୍ରୀ । ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, OCACରେ…

ବସ୍ ଧକ୍କାରେ ବାଇକ ଆରୋହୀ ମୃତ

ବଲାଙ୍ଗିର: ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ବସ୍ । ଗାଡ଼ି ଚକ ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ। ବଲାଙ୍ଗିର ସହର ପାଟଣେଶ୍ବରୀ ସମ୍ମୁଖରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଡୁମେରବାହାଲ ଗାଁର ପ୍ରଶାନ୍ତ ମହାକୁଡ । ସେ କୌଣସି…

ବିବାହ ଶୋଭାଯାତ୍ରା ବେଳେ ଗୁଳିକାଣ୍ଡ, ୨ ଗୁରୁତର

ଅନୁଗୁଳ: ବିବାହ ଶୋଭାଯାତ୍ରା ବେଳେ ଫୁଟିଲା ଗୁଳି । ଦୁଇ ଗୁରୁତର। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ବୌଦ୍ଧ ଅଞ୍ଚଳରୁ ବେଲପୁଞ୍ଜି ଗାଁକୁ ଆସିଥିଲେ ବରଯାତ୍ରୀ । ପ୍ରୋସେସନ୍ ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏଥିରେ ମନମୁଣ୍ଡା…

ଖୁବଶୀଘ୍ର ସଂପ୍ରସାରିତ ହେବ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ :ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ଦିନ । ଭାରତର ପ୍ରଥମ ନାଗରିକ, ଆମ ମାଟିର ଗୌରବ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଆଜି  ଇସ୍ପାତ ସହର…

ଆଇଏସଆଇ ଆତଙ୍କୀ ଲିଙ୍କରେ ୨ ଯୁବକଙ୍କୁ ବାନ୍ଧିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ପାକିସ୍ତାନର ଆତଙ୍କୀ ସଂଗଠନ ସ୍ଥିତ ଆଇଏସଆଇ ସହ ସମ୍ପର୍କ ମାମଲାରେ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇ ସନ୍ଦିଗ୍ଧ ହେଲେ ଦିଲ୍ଲୀ ଏନସିଆର ଅଞ୍ଚଳର ରାଜବୀର ଓ ବିବେକ ଭଞ୍ଜାରା। ଆଇଏସଆଇ ଆତଙ୍କୀ ପ୍ରକ୍ସି ସହଜାଦ…

ସରକାରକୁ ଆସିଲେ ମାଗଣା ବିଜୁଳି ସହ ମହିଳାଙ୍କୁ ୪୦ ହଜାର ପେନସନ୍ ଦେବ ସମାଜବାଦୀ ପାର୍ଟି !

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଛନ୍ତି। ଲକ୍ଷ୍ନୌର ଦଳୀୟ ମୁଖ୍ୟାଳୟରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ଯାଦବ ଘୋଷଣା କରିଥିଲେ ଯେ ଯଦି ସମାଜବାଦୀ ପାର୍ଟି…

କେଦାରନାଥ ଧାମରେ ମୋବାଇଲ୍ ବ୍ୟବହାର ନିଷେଧ

ନୂଆଦିଲ୍ଲୀ: ମଙ୍ଗଳବାର କେଦାରନାଥ ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରାଯାଇଛି। ମନ୍ଦିରର ପବିତ୍ରତା ଏବଂ ଭକ୍ତଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିୟମ ଅନୁଯାୟୀ ମନ୍ଦିର ପରିସରକୁ ମୋବାଇଲ୍ ଫୋନ୍ ନେବା,…