ବଢ଼ୁଛି ତାତି, ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ଖରା ଛୁଟି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଏବେଠୁ ଡ଼ରାଇଲାଣି ଗରମ । ଅଧିକାଂଶ ସ୍ଥାନରେ ପାରଦ 40 ଛୁଇଁଲାଣି । ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହେବ ସ୍କୁଲ ଛୁଟି ।  ଏମିତି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ଜିଲ୍ଲାଗୁଡିକରେ…

ସୀମା ନିର୍ଦ୍ଧାରଣ ବିବାଦ ପ୍ରସଙ୍ଗରେ ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସୀମା ନିର୍ଦ୍ଧାରଣ ବିବାଦ  ।  ଓଡ଼ିଶାର ସ୍ୱର ଦବିଯିବା ନେଇ ବିରୋଧୀ ଦଳ ନେତା ନବୀନଙ୍କ ସତର୍କବାଣୀ ।  ସବୁ ସାଂସଦଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣଠାରୁ ଅଲଗା କର…

ଇଚ୍ଛାପୁରମ ରେଳ ଅଞ୍ଚଳକୁ ସ୍ଥାନାନ୍ତରଣ ନିଷ୍ପତ୍ତି ବାତିଲ ଦାବିରେ ୧୦ ଟି ରାଜନୈତିକ ଦଳର ଧାରଣା

ଭୁବନେଶ୍ବର : ଭୁବନେଶ୍ବରରେ ପୂର୍ବତଟ ରେଳପଥ ଜୋନ ଅଫିସ ସମ୍ମୁଖରେ ୧୦ଟି ରାଜନୈତିକ ଦଳର ବିଶାଳ ଗଣଧାରଣା । କଂଗ୍ରେସ, ବିଜେଡି, ସିପିଆଇ, ସିପିଆଇ (ଏମ୍ ଲ ), ଫରୱାର୍ଡ଼ ବ୍ଲକ, ସମାଜବାଦୀ ପାର୍ଟି, ଏନସିପି, ଆରଜେଡି, ସମତାକାନ୍ତି ଦଳ ପ୍ରମୁଖ ଏହି…

ଜଙ୍ଗଲ ବିଭାଗର ଥାର କିଣା ଘୋଟାଲା ପ୍ରସଙ୍ଗ; ଦୋଷୀ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଥାର୍ କିଣାରେ ଘୋଟାଲା? ୧୨ କୋଟିର ହିସାବ ମାଗିଲେ ସରକାର ! ଗାଡ଼ି କିଣା ୭ କୋଟି, ସଜାଇବା ଖର୍ଚ୍ଚ ୫ କୋଟି ! ଟଙ୍କା କେଉଁଠି ଗଲା ? ଓଡ଼ିଶା ଜଙ୍ଗଲ ବିଭାଗ ଦ୍ୱାରା ୫୧ଟି ମହିନ୍ଦ୍ରା ଥାର୍…

CBSE ଦଶମ ପରୀକ୍ଷାରେ ଟପ୍ପର ହୋଇଥବା ଓଡ଼ିଶାର ୨ ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ ୫୦୦ ରୁ ୫୦୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ କୃତିତ୍ୱ ହାସଲ କରିଛନ୍ତି ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳ। ଗତକାଲି (ବୁଧବାର) CBSE ଦଶମ ପରୀକ୍ଷା ଫଳାଫଳ…

OAS ଓ ORS ଅଧିକାରୀଙ୍କ ପାଇଁ ନୂଆ ବଦଳି ନିୟମ, କାମ କରିବନି କୌଣସି ସୁପାରିଶ

ଭୁବନେଶ୍ୱର : ଓଡ଼ିଶାରେ OAS ଓ ORS ଅଧିକାରୀଙ୍କ ପାଇଁ ନୂଆ ବଦଳି ନିୟମ । ବଦଳି ପାଇଁ କାମ କରିବନି ପାର୍ଟି ନେତାଙ୍କ ଚିଠି । ପ୍ରଥମ ୬ ବର୍ଷ ଗାଁ ଗହଳିରେ କାମ କରିବାକୁ ପଡ଼ିବ। ରାଜ୍ୟ ପ୍ରଶାସନକୁ ଅଧିକ…

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଯବାନ ଆହତ, ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇଆଲର୍ଟ

ରାଉରକେଲା : ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ସରଣ୍ ଡା ବାଲିବା ଜଙ୍ଗଲରେ ସୁରକ୍ଷା କର୍ମୀ- ନକ୍ସଲ ଗୁଳି ବିନିମୟ ଜାରି ରହିଛି । ନକ୍ସଲଙ୍କ ଶେଷ କ୍ୟାଡ଼ର ମିଶିର ବେଶ୍ରା ଓ ତା ସହ କିଛି କ୍ୟାଡ଼ର ନକ୍ସଲ ରହିଥିବା…

ମାଟ୍ରିକରେ ୫୦୦ରୁ ୫୦୦ ମାର୍କ ରଖି ରେକର୍ଡ କଲେ ଟିନା ରଥ

ଭୁବନେଶ୍ୱର : ଅପ୍ରିଲ୍‌ ୧୫ରେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକଣ୍ଡାରି ଏଜୁକେସନ୍‌ (ସିବିଏସ୍‌ଇ‌)ର ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପରୀକ୍ଷା ପାଇଁ ୨୫ଲକ୍ଷ ୮ହଜାର ୩୧୯ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ଯେଉଁଥିରେ ବାଜି ମାରିଛନ୍ତି ଓଡ଼ିଆ ଛାତ୍ରୀ…

ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟର ବାର୍ତ୍ତାଳପ: ଯୁଦ୍ଧ ପରିସ୍ଥିତି ଓ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟ୍ ଧରି ଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ ପଶ୍ଚିମ ଏସିଆ ସଙ୍କଟ ଏବଂ ହର୍ମୁଜ୍ ପ୍ରଣାଳୀ ସମେତ ଅନେକ…

ଇରାନକୁ କୌଣସି ପ୍ରକାରର ଯୁଦ୍ଧାସ୍ତ୍ର ପଠାଇବ ନାହିଁ ବେଜିଂ: ଟ୍ରମ୍ପ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ବଡ଼ ଦାବି କରିଛନ୍ତି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ୟକ୍ତିଗତ ଭାବେ ନିଶ୍ଚିତ କରିଛନ୍ତି ଯେ ବେଜିଂ କୌଣସି ପ୍ରକାରର ଯୁଦ୍ଧାସ୍ତ୍ର ଇରାନକୁ ପଠାଇବ ନାହିଁ। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଚିଠି ଆଦାନ…