ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ପ୍ରସ୍ତୁତି ବୈଠକ: ସମୀକ୍ଷା କଲେ ଡିଜିପି

ଭୁବନେଶ୍ଵର:ଆସନ୍ତା ଜୁଲାଇ ୧୬ ତାରିଖରେ ପୁରୀରେ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ଆରକ୍ଷୀ…

ପ୍ରସୂତୀଙ୍କ ମୁତ୍ୟୁ ଘଟଣାରେ ଡାକ୍ତରଙ୍କ ଗିରଫ ଦାବିରେ ମେଡିକାଲ ଆଗରେ ଧାରଣା

ବାଣପୁର:ଗତକାଲି ବାଣପୁର ଡାକ୍ତରଖାନା ରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସୂତୀ ପାଇଁ ଚିକିତ୍ସା ଚାଲିଥିଲା।ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଡାକ୍ତର ରମାକାନ୍ତ ନାୟକଙ୍କ ଭୁଲ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଛି|ଏନେଇ ବାଣପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଛି|ଗତକାଲି…

ଛାତରୁ ପଡ଼ି ଛାତ୍ର ଗୁରୁତର

ନୀଳଗିରି: ନୀଳଗିରି ବ୍ଲକ ଜାମୁଡିହାସ୍ଥିତ ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମଶ୍ରେଣୀ ଛାତ୍ର ଛାତରୁ ଖସିପଡ଼ି ଗୁରୁତର ହୋଇଛନ୍ତି। ଗରଡ଼ିହି ପଞ୍ଚାୟତ ଅଧୀନ ବାଙ୍କିସାହି ଅଞ୍ଚଳର ନିଳାଦ୍ରୀ ଜେନାଙ୍କ ପୁଅ ତନ୍ମୟ(୧୩) ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ସେ ନିକଟସ୍ଥ ଏକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ବଢ଼ିଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର

ଭୁବନେଶ୍ବର : ମଧ୍ୟପ୍ରାଚ୍ୟ ଯୁଦ୍ଧ, ଡଲାର ମୂଲ୍ୟ ବୃଦ୍ଧି ଏବଂ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦର ପ୍ରଭାବ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପଡ଼ିଛି। ପରିବହନ ମୂଲ୍ୟ ବଢ଼ିବା ଦ୍ବାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ ବୃଦ୍ଧି ପାଇଛି। ଖାଇବା…

ତିନି ରଥର ଅଖ ନିର୍ମାଣ ଓ ବିନ୍ଧ ଅନୁକୂଳ କାର୍ଯ୍ୟ ଆରମ୍ଭ

ପୁରୀ : ତିନିରଥର ୪୨ଟି ଚକ ନିର୍ମାଣ ଶେଷ ପରେ ଅଖ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ରଥର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟ, ସମସ୍ତ ଅଖ ନିର୍ମାଣ ପରେ ପାଞ୍ଚ ଦଣ୍ଡା ଚଉପଟ ହୋଇ ସେଥିରେ ଉଭୟ ପଟରେ ମୁହଁାଟି…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଟେଣ୍ଟ ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର :  କାଳବୈଶାଖୀ ନେଲା ୩ ଜୀବନ ।  କେନ୍ଦୁଝର ଟାଉନ ଥାନା ନରଣପୁର ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ।  ପ୍ରବଳ ଝଡ଼ପବନରେ ଭାଙ୍ଗିଲା ଟେଣ୍ଟ, ଚାପି ହୋଇ ୩ ମୃତ ।  ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ାର ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ କୋଲନରା ବ୍ଲକରେ କାର୍ଯ୍ଯରତ ଅଛନ୍ତି । ରାୟଗଡା ସହରର ରାଉତ କଲୋନୀ ସ୍ଥିତ ବାସଭବନ, କୋଳନରା…

ପାଇଖାନାରୁ ବେକ ମୁହଁ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ମର୍ଣ୍ଣିଙ୍ଗ ୱାକରେ ଯାଇଥିବା ଛାତ୍ରଙ୍କୁ ହତ୍ୟା । ପାଇଖାନା ଭିତରୁ ବେକ ମୁହଁ ବନ୍ଧା ଅବସ୍ଥାରେ ମିଳିଲା ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଭଦ୍ରକ ଜିଲ୍ଲା ଚରମ୍ପା ହାଇସ୍କୁଲ ରୋଡ଼ ଅଞ୍ଚଳରେ ଘଟିଛି ଘଟଣା । ମୃତକ…

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ, ନାଏବ ସରପଞ୍ଚଙ୍କ ସ୍ୱାମୀ ଗିରଫ

ଅନୁଗୋଳ: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ନାଏବ ସରପଞ୍ଚଙ୍କ ସ୍ୱାମୀ ଗିରଫ । ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ବାଲିପସି ଗ୍ରାମପଞ୍ଚାୟତ ର ନାଏବ ସରପଞ୍ଚଙ୍କ ସ୍ୱାମୀ ବିଷ୍ଣୁଚରଣ ପ୍ରଧାନ ନିଶାସକ୍ତ ଅବସ୍ଥାରେ ଗ୍ରାମ ପଞ୍ଚାୟତ…

କାଠଯୋଡ଼ି ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବାରଙ୍ଗ : ବାରଙ୍ଗରେ ପୁଣି ଚାଞ୍ଚଲ୍ୟ । ମହିଳାଙ୍କୁ ମାରି ପୋତିଦେଲେ । କାଠଯୋଡ଼ି ନଦୀ ପଠାରୁ ମିଳିଲା ଅଧା ପୋତାହୋଇଥିବା ମୃତଦେହ । ଆଜି ସକାଳେ ମୃତଦେହକୁ କୁକୁର ଖାଉଥିବାଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ମହିଳାଙ୍କର କେବଳ…