ବାଲିଅନ୍ତା ହତ୍ୟା ମାମଲାରେ ସବୁ ଅଭିଯୁକ୍ତ ଚିହ୍ନଟ: କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ଚିହ୍ନଟ ହେଲେ ସବୁ ଅଭିଯୁକ୍ତ। ସିସିଟିଭିରୁ ଚିହ୍ନଟ ହୋଇଛନ୍ତି ସବୁ ଅଭିଯୁକ୍ତ। କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି ।  ସେ କହିଛନ୍ତି, ବାଲିଅନ୍ତା ବର୍ବର କାଣ୍ଡର…

ବିଜେପି କୋର୍ କମିଟି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ, ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ

ଭୁବନେଶ୍ୱର : ବିଜେପି କୋର କମିଟି ବୈଠକରେ ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍ ।  ଉତ୍ତରଦାୟୀ ସରକାର ଓ ଶକ୍ତିଶାଳୀ ସଂଗଠନ ଉପରେ ଜୋର ଦିଆଯାଇଛି ।  ବୈଠକରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ…

ଆସନ୍ତା ୨୦ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ (+୨) ପରୀକ୍ଷା ଫଳ ।  ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ଵାରା ପରିଚାଳିତ ୨୦୨୬ ବାର୍ଷିକ ଯୁକ୍ତ ଦୁଇ (+୨) ପରୀକ୍ଷା ଫଳ ଆସନ୍ତା ମେ’ ୨୦…

ଦୁଇ ମହଲା ଛାତରୁ ପଡ଼ି ଯୁବକ ମୃତ

ବାରଙ୍ଗ: ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । ଦୁଇ ମହଲା ଛାତରୁ ତଳକୁ ଖସିପଡ଼ି ଯୁବକ ମୃତ । ମୃତ ଯୁବକ ହେଲେ ଜଗନ୍ନାଥ ସାହୁ। ସେ ଓମଫେଡରେ କ୍ଷୀର ଟ୍ୟାଙ୍କର ଚାଳକ ଭାବେ କାର୍ଯ୍ୟ କରନ୍ତି । ଯୁବକଙ୍କ ନିଜ ଘର…

୪ ଦଫା ଦାବି ନେଇ ଧାରଣାରେ ଆମ ବସ୍ ଡ୍ରାଇଭର

ଭୁବନେଶ୍ବର: ୪ ଦଫା ଦାବିକୁ ନେଇ ପାତ୍ରପଡା ଭଗବାନପୁର ଆମ ବସ ଡିପୋରେ ଆନ୍ଦୋଳନରେ ବସିଛନ୍ତି ଆମ ବସ କର୍ମଚାରୀ । ଦରମା ପ୍ରଦାନରେ ବିଳମ୍ବ, EPF ଓ ESI ସୁବିଧା ସମସ୍ୟା ସହ ବିଭିନ୍ନ ଦାବିକୁ ନେଇ ଭୋର ୪ଟାରୁ କର୍ମଚାରୀମାନେ…

୧ ହଜାର କୋଟି ବ୍ୟୟରେ ରାଜ୍ୟରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର; ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ପ୍ରସାରକୁ ମିଳିବ ପ୍ରୋତ୍ସାହନ । ରାଜ୍ୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ୩୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସହ ଏକ ଦୃଶ୍ୟ-ଶ୍ରାବ୍ୟ ହଲ୍ ଏବଂ…

ତୈଳ ସଙ୍କଟ: ଜନସଚେତନତା ପାଇଁ ସାଇକେଲରେ ହାଇକୋର୍ଟ ଗଲେ ୩ ବିଚାରପତି

କଟକ: ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ଏହି ତୈଳ ସଙ୍କଟ ସମୟରେ ସଚେତନତା ସୃଷ୍ଟି ପାଇଁ ସାଇକେଲରେ ହାଇକୋର୍ଟ ଗଲେ ୩ ବିଚାରପତି। ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ…

ବନ୍ଧୁକ ଦେଖାଇ ପଞ୍ଚାୟତ ଅଫିସ ନିକଟରୁ ଭତ୍ତା ଟଙ୍କା ଲୁଟ୍

କେନ୍ଦୁଝର:ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା। ଭତ୍ତା ବାଣ୍ଟିବାକୁ ଟଙ୍କା ନେଇ ଯାଉଥିଲେ ପିଇଓ । ଏହି ସମୟରେ ବାଉରୀପଦା ପଞ୍ଚାୟତ ଅଫିସ୍‌ ନିକଟରୁ ଏହି ଲୁଟ୍ ହୋଇଛି । ସଦର ଥାନାରେ ଲିଖିତ…

ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଦାବି

ଭୁବନେଶ୍ୱର: ଦିନକୁ ଦିନ ଆକାଶଛୁଆଁ ହେଉଥିବା ଇନ୍ଧନ ଦର ଏବଂ ବଢ଼ୁଥିବା ମୁଦ୍ରାସ୍ଫୀତି ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିଦେଲାଣି। ଏହି ଜ୍ୱଳନ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ଡକ୍ଟର…