ମହିଳାଙ୍କ ସୁରକ୍ଷା ଏବେ ମୋବାଇଲ ଆପରେ, ଅସୁବିଧାରେ ବ୍ୟବହାର କରନ୍ତୁ ’ଉଇ କେୟାର ସାଥି’

ଭୁବନେଶ୍ବର: ମୋବାଇଲ ଆପରେ ମିଳିବ ମହିଳାଙ୍କୁ ସୁରକ୍ଷା| ଟ୍ବିନି ସିଟି ବାସୀଙ୍କ ପାଇଁ ପୋଲିସ ଆଣିଛି ନୂଆ ଆପ୍ । ଅସୁବିଧାରେ ଫସିଲେ ବ୍ୟବହାର କରନ୍ତୁ ଉଇ କେୟାର ସାଥି ଆପ୍ । ଏନେଇ ଅଫିସିଆଲ୍ ଲଞ୍ଚ କରିଛନ୍ତି ପୋଲିସ କମିସନର।…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା, ବନ୍ଧା ହେଲେ ୨୫ ଗ୍ରାମବାସୀ

ନରସିଂହପୁର : ଗୁଣି ସନ୍ଦେହରେ ହତ୍ୟା ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ୨୫ ଗ୍ରାମବାସୀ ଗିରଫ । କଟକ ମବ୍ ଲିଞ୍ଚିଂ ଘଟଣାରେ ହତ୍ୟା ଓ ଶବ ପୋଡ଼ିବା ଅଭିଯୋଗରେ ୨୫ ଗିରଫ, ଥରିଲା ସାରା ଗାଁ । ଆଧୁନିକ ସମାଜରେ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ପୁଣି ବାଜି ମାରିଲେ ଛାତ୍ରୀ

କଟକ : ପ୍ରକଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ଏକାସଙ୍ଗେ ବାହାରିଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏଥର ବି ବାଜି ମାରିଲେ ଛାତ୍ରୀ । କଳା, ବାଣିଜ୍ୟ ଓ ବିଜ୍ଞାନରେ ଛାତ୍ରଙ୍କ…

ଯୁବକଙ୍କୁ ପଥରରେ ଛେଚି ହତ୍ୟା

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ତଥା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ପାଟଣା ଗ୍ରାମରେ ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ହତ୍ୟା ପରେ ମୃତଦେହକୁ…

ଅନୁଗୋଳ ବନଖଣ୍ଡରେ ହାତୀ ଆତଙ୍କ, ପୁଣି ଗଲା ଦୁଇ ଜୀବନ

ଅନୁଗୋଳ :  ଥମୁନି ହାତୀ-ମଣିଷ ସଂଘର୍ଷ, ପୁଣି ଗଲା ଦୁଇ ଜୀବନ| ହାତୀ ଆକ୍ରମଣରେ ଦୁଇ ମୃତ । ଅନୁଗୋଳ ବନଖଣ୍ଡରେ ହାତୀ ଆତଙ୍କ ଜାରି ରହିଛି । ରାତି ପାହିଲେ ଆସୁଛି ହାତୀ ଆକ୍ରମଣରେ ଜୀବନ ଯିବାର ଖବର ।…

ଘର ଜାଳି ଦେଲେ ଦୁର୍ବୃତ୍ତ, ଦମ୍ପତି ଗୁରୁତର

ଜଳେଶ୍ୱର : ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଚକ୍ରଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ବିଜୟ ବେହେରାଙ୍କ ପରିବାର ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ…

ଚିକିତ୍ସାରେ ଅବହେଳାରୁ ଚାଲିଗଲା ନବଜାତର ଜୀବନ: ନ୍ୟାୟ ଦାବିରେ ପରିବାର ଲୋକଙ୍କ ଧାରଣା

ଭୁବନେଶ୍ୱର : ଏପଟେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଡାକ୍ତରଙ୍କ ଭୁଲ୍ ଚିକିତ୍ସା ସହ ଚିକିତ୍ସାରେ ଅବହେଳା କାରଣରୁ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଘଟଣାକୁ ନେଇ…

’ଧାନ କିଣା ପ୍ରକ୍ରିୟାରେ ଖାମଖିଆଲି ମନୋଭାବ ବରଦାସ୍ତ କରାଯିବ’ ନାହିଁ : ଯୋଗାଣ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର: ଧାନ କିଣା ପ୍ରକ୍ରିୟାରେ କୌଣସି ପ୍ରକାର ଖାମଖିଆଲି ମନୋଭାବ କିମ୍ବା ନିୟମ ଉଲ୍ଲଂଘନକୁ ଆଦୌ ବରଦାସ୍ତ କରାଯିବ ନାହିଁ। ସଚିବାଳୟରେ ବିଭାଗୀୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଥିବା ସମୀକ୍ଷା ବୈଠକରେ ଅଫିସରମାନଙ୍କୁ ସିଧାସଳଖ ନାଲି ଆଖି ଦେଖାଇଛନ୍ତି ଖାଦ୍ୟ ଯୋଗାଣ ବିଭାଗ…

ଶ୍ରୀ ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ

ଭୁବନେଶ୍ବର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଆପତ୍ତି ପରେ ପଞ୍ଜାବର ଫିରୋଜପୁରରେ ଆୟୋଜନ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ସ୍ଥଗିତ ରଖାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ବୁଧବାର ଦିନ ଏହି ସୂଚନା ଦିଆଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏବଂ କମିଟି…