୪୫ ଡିଗ୍ରି ଛୁଇଁବ ଦିଲ୍ଲୀ ତାପମାତ୍ରା: ମେ’ ୨୨ ପର୍ଯ୍ୟନ୍ତ ଉତ୍ତର ଭାରତରେ ହିଟ୍ୱେଭ୍ ସ୍ଥିତି
ନୂଆଦିଲ୍ଲୀ: ଦେଶରେ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଆସନ୍ତା ମେ ୨୨ ତାରିଖ ପର୍ଯ୍ୟନ୍ତ ଅତି ଭୀଷଣ ହିଟ୍ୱେଭ୍ ଜାରି ରହିବ। ଉତ୍ତର ଓ କେନ୍ଦ୍ର ଭାରତରେ ତାପମାତ୍ରା ଅଧିକ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୨ରୁ…
