May 16, 2026

ସିବିଏସଇର ବଡ଼ ନିଷ୍ପତ୍ତି, ନବମ ଓ ଦଶମରେ ୩ଟି ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜୁଲାଇ ୧ରୁ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କ ପାଇଁ ୩ଟି ଭାଷା ଜାଣିଥିବା ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧, ୨୦୨୬ ଶିକ୍ଷାବର୍ଷ ୨୦୨୬-୨୭ରୁ ଆରମ୍ଭ…

ଗଛରେ ପିଟି ହେଲା କାର୍, ୫ ମୃତ

ଆଜମଗଢ : ଉତ୍ତରପ୍ରଦେଶ ଆଜମଗଢର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଦ୍ରୁତ ଗତିରେ ଆସୁଥିବା ଏକ କାର୍ କଣ୍ଟେନର ଭିତରେ ପସିଯାଇଥିଲା, ଫଳରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା…

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ, ଜବରଦସ୍ତ ଖୁଆଇଲା ଗର୍ଭପାତ ଔଷଧ

ରାଜସ୍ଥାନ : ଗର୍ଭବତୀ ପତ୍ନୀକୁ ଜବରଦସ୍ତି ଗର୍ଭପାତ ଔଷଧ ଖୁଆଇ ହତ୍ୟା କଲା ସ୍ବାମୀ । ରାଜସ୍ଥାନ ଭିଲୱାଡା ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ନିଜ ଗର୍ଭବତୀ ପତ୍ନୀକୁ ପିଟି ପିଟି ହତ୍ୟା କରିବା ଅଭିଯୋଗ…

ବ୍ରିଟିଶ ଯୁଗର ‘ଭିଆଇପି ସଂସ୍କୃତି’କୁ ହଟାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସରକାରୀ କାର୍ଯ୍ୟାଳୟରେ ଭିଆଇପି ଚେୟାରରେ ଦେଖାଯାଉଥିବା ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କରିଛନ୍ତି। ଜଣେ ପରିବେଶବିତ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣାମଧ୍ୟମ ଏକ୍ସରେ ଆବେଦନ କରିଥିଲେ। ଆବେଦନର ୨୪ଘଣ୍ଟା ମଧ୍ୟରେ, ବିଜୟ ଚୁପଚାପ୍ ଏହି…

ଆନ୍ଧ୍ର ସରକାରଙ୍କ ଘୋଷଣା: ତୃତୀୟ ସନ୍ତାନ ପାଇଁ ୩୦ ହଜାର, ଚତୁର୍ଥ ସନ୍ତାନ ପାଇଁ ମିଳିବ ୪୦ ହଜାର !

ଆନ୍ଧ୍ରପ୍ରଦେଶ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସରକାର ରାଜ୍ୟବାସୀଙ୍କ ପାଇଁ ଏକ ନୂଆ ସ୍କିମ ଆଣିଛନ୍ତି । ଏହି ଯୋଜନାରେ ସରକାର ଏବେ ତୃତୀୟ ସନ୍ତାନ ପାଇଁ ୩୦ ହଜାର ଟଙ୍କା ଏବଂ ଚତୁର୍ଥ ସନ୍ତାନ ପାଇଁ ୪୦…

ବହିଷ୍କୃତ ହେଲେ IAS ଅଫିସର

ନୂଆଦିଲ୍ଲୀ: IAS ଅଫିସର ଚାକିରିରୁ ବହିଷ୍କୃତ!। ଦୁର୍ନୀତି ଅଭିଯୋଗରେ ଆଇଏଏସ ପଦ୍ମା ଜୈସୱାଲ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ୨୦ ବର୍ଷ ତଳର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ଦୁର୍ନୀତି ଓ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ…

ଯୁଦ୍ଧବିରତିକୁ ୪୫ ଦିନକୁ ବୃଦ୍ଧି କଲା ଆମେରିକା

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆମେରିକା ମଧ୍ୟସ୍ଥତାରେ ୱାଶିଂଟନରେ ଦୁଇ ଦିନିଆ ଉଚ୍ଚସ୍ତରୀୟ ଆଲୋଚନା ପରେ ଇସ୍ରାଏଲ ଏବଂ ଲେବାନନ ସେମାନଙ୍କର ଅସ୍ତ୍ରବିରତିକୁ ଆଉ ୪୫ ଦିନ ପାଇଁ ବୃଦ୍ଧି…

କେଜରିୱାଲଙ୍କ ସମେତ ୭ଜଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଅଭିଯୁକ୍ତ ଆପ୍ ଆବାହକ ଅରବିନ୍ଦ କେଜରିୱାଲ ଓ ଅନ୍ୟ ୬ ଆପ୍ ନେତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ନ୍ୟାୟପାଳିକା ବିରୋଧରେ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଅପପ୍ରଚାର…

କାନ୍ଥ ପଡି ଶ୍ରମିକ ମୃତ

ପୁରୀ : ନିର୍ମାଣଧୀନ କାନ୍ଥ ପଡି ଶ୍ରମିକ ମୃତ । ପୁରୀ ଚକ୍ରତୀର୍ଥ ରୋଡରେ ଘଟିଛି ଏପରି ଅଭାବନୀୟ ଘଟଣା । ନିର୍ମାଣାଧୀନ ଲଜ୍ ର କାନ୍ଥ ପଡି ଶ୍ରମିକ ମୃତ । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ କରିଛନ୍ତି…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ

ଭୁବନେଶ୍ୱର : ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ବର୍ଷର କାରାଦଣ୍ଡାଦେଶ । ଶୁଣାଇଲେ ଯାଜପୁରର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ଧରମ ଝିଅକୁ ୫ ମାସ ଗର୍ଭବତୀ କରି ୨୦ବର୍ଷ ପାଇଁ ଜେଲ ଗଲେ ଦିବ୍ୟାଙ୍ଗ ଧରମ ବାପା । ୨୦୨୫ ମସିହା ଯାଜପୁର…