ଖୋଲିଲା ମନ୍ଦିରା ଡ୍ୟାମ୍ର ୬ ଗେଟ, ବ୍ରାହ୍ମଣୀରେ ବନ୍ୟା ଆଶଙ୍କା
ରାଉରକେଲା:ବ୍ରାହ୍ମଣୀରେ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ମନ୍ଦିରା ଡ୍ୟାମ୍ର ୬ଟି ଗେଟ୍ । ସୁନ୍ଦରଗଡ଼ ଜିଲ୍ଲା କାଂଶବାହଲ ସ୍ଥିତ ଶଙ୍ଖ ନଦୀ ଉପରେ ନିର୍ମିତ ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ମଧ୍ୟରୁ ୬ଟି ଗେଟ୍…