ଦେଶର ପ୍ରଥମ ଡିଜିଟାଲ୍ ଜନଗଣନା ୨୦୨୭: କେନ୍ଦ୍ର କ୍ୟାବିନେଟ୍ର ୧୧,୭୧୮ କୋଟି ଟଙ୍କାର ବଜେଟ୍ ଅନୁମୋଦନ
ନୂଆଦିଲ୍ଲୀ, ୧୩/୧୨ : ଭାରତରେ ଆସନ୍ତା ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟ୍ ୧୧,୭୧୮.୨୪ କୋଟି ଟଙ୍କାର ଏକ ବିଶାଳ ବଜେଟ୍ ଅନୁମୋଦନ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ଏହି…
