ଲୋକ ପଚାରୁଛନ୍ତି ଗୋଟିଏ କଥା: ଓଡ଼ିଆଙ୍କ ମଉଡ଼ମଣି କିଏ ନବୀନ ନା ଜଗନ୍ନାଥ

ଭୁବନେଶ୍ୱର: ଆରୋଗ୍ୟ ହେବାର ବାର୍ତ୍ତା ଦେଇ ଅଡୁଆରେ ଫସିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର | ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁସ୍ଥ ହେବାର ବାର୍ତ୍ତା ଦେବାକୁ ଯାଇ ଏମିତି ପ୍ରଶଂସା କଲେ ଯେ ସୋସିଆଲ ମିଡ଼ିଆ ୟୁଜର୍ସ ପଚାରୁଛନ୍ତି କେବଳ…

ସ୍କୁଲ ପାଠ୍ୟକ୍ରମ-ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗକୁ ସାମିଲ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କହିଛନ୍ତି ଯେ, ରାଜ୍ୟ ସରକାର ସ୍କୁଲ ପାଠ୍ୟକ୍ରମ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନେଉଛନ୍ତି କାରଣ ଏହା ଏକ ସୁସ୍ଥ, ସ୍ୱାବଲମ୍ବୀ ଏବଂ ଦକ୍ଷ ଭାରତ…

ଡାଇରିଆ: ଯାଜପୁରରେ ପୁଣି ୫ ହୋଟେଲ ସିଲ୍

ଯାଜପୁର: ଯାଜପୁରରେ ଆଉ ପାଞ୍ଚଟି ହୋଟେଲକୁ ସିଲ୍ କରାଯାଇଛି। ଯାଜପୁରରେ ଡାଇରିଆ ପାଇଁ ଦର୍ପଣ ତହସିଲ ପ୍ରଶାସନ ଆଉ ପାଞ୍ଚଟି ହୋଟେଲକୁ ସିଲ୍ କରିଛନ୍ତି। ଚଣ୍ଡିଖୋଲରେ ଗୋଟିଏ ହୋଟେଲ ଏବଂ ବାଲିଚନ୍ଦ୍ରପୁରରେ ୪ଟି ହୋଟେଲକୁ ସିଲ୍ କରାଯାଇଛି। ଏହି ସମସ୍ତ ହୋଟେଲ…

ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ, ଇନଷ୍ଟିଚ୍ୟୁଟର ଏକାଧିକ ଲ୍ୟାବ୍ ନଷ୍ଟ

ଇରାନ-ଇସ୍ରାଏଲ ଯୁଦ୍ଧରେ ଥରୁଛି ମଧ୍ୟପ୍ରାଚ୍ୟ । ତୀବ୍ର ହେଉଛି ଇରାନ-ଇସ୍ରାଏଲ ଯୁଦ୍ଧ । ଜୋରଦାର ହେଉଛି ଆକ୍ରମଣ-ପ୍ରତି ଆକ୍ରମଣ । ଅଷ୍ଟମ ଦିନରେ ପହଞ୍ଚିଛି ଯୁଦ୍ଧ । ଇରାନର ନ୍ୟୁକ୍ଲିୟର ସାଇଟ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ।…

୧୯ ହଜାର କୋଟିର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର:ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଭେଟି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି…

ଦ୍ଵିତୀୟ ଦିନରେ ବି ନବ ଦାସଙ୍କ ଘରେ ଚାଲିଛି ଚଢ଼ଉ

ଝାରସୁଗୁଡା: ନବ ଦାସଙ୍କ ଲିଙ୍କରେ ଆଜି ବି ଦ୍ଵିତୀୟ ଦିନରେ ସୁନ୍ଦରଗଡ, ଝାରସୁଗୁଡା, ଦିଲ୍ଲୀ ଓ ଭୁବନେଶ୍ୱରରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି | ବାସ୍ତବରେ ଗତକାଲିଠାରୁ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନ ସମେତ…

ଭାରତୀୟ ରେଳ ମାନଚିତ୍ରରେ ଯୋଡ଼ି ହେଲା ବୌଦ୍ଧ; ଗଡ଼ିଲା ଟ୍ରେନ୍‌

ଭୁବନେଶ୍ବର/ବୌଦ୍ଧ: ଭାରତୀୟ ରେଳ ଇତିହାସରେ ବୌଦ୍ଧର ନାମ ଯୋଡ଼ି ହୋଇଛି। ବହୁ ପ୍ରତୀକ୍ଷିତ ଆଶା ପୂରା ହୋଇଛି। ଦେଶର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶା ଗସ୍ତ ଅବସରରେ ବୌଦ୍ଧରୁ ରେଳ ଚଳାଚଳର ଶୁଭାରମ୍ଭ…

ଖାମନେଇଙ୍କୁ ହତ୍ୟା କରିବା କଥା ଚିନ୍ତା ମଧ୍ୟ କରନାହିଁ, ଇସ୍ରାଏଲକୁ ଏଭଳି ଚେତାବନୀ ଦେଲା ରୁଷ

ଇରାନ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ କଡା ଚେତାବନୀ ଦେଇଛି ରୁଷ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ କରିବାରେ ଲାଗିଛନ୍ତି, ଏହି ସମୟରେ ରୁଷ ଇରାନକୁ ଖୋଲାଖୋଲି ଭାବରେ ସମର୍ଥନ କରିଛି । ପୂର୍ବରୁ ଇସ୍ରାଏଲ…

ପ୍ରଥମ ପର୍ଯ୍ୟାୟ UG ଆଡମିଶନର ଶେଷ ତାରିଖ ଅବଧି ବଢିଲା

ଭୁବନେଶ୍ୱର: ବଢିଲା ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି । ଜୁନ୍‌ ୨୧ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଛି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ମାନେ ଟଙ୍କା ଜମା କରି…

୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି । ୨୦୪୭ ସୁଦ୍ଧା ରାଜ୍ୟର ଅର୍ଥନୀତି ହେବ ୧.୫ ଟ୍ରିଲିଅନ ଡଲାର । ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଆଜିଠାରୁ ଭିଜନ ଡକୁମେଣ୍ଟ ୨୦୩୬…