September 28, 2026

ଜଗତସିଂହପୁରରୁ ଉଦ୍ଧାର ହେଲେ ଭୁବନେଶ୍ବରରୁ ନିଖୋଜ ୩ ନାବାଳକ

ଭୁବନେଶ୍ବର : ଭୁବନେଶ୍ବରରୁ ନିଖୋଜ, ଜଗତସିଂହପୁରରୁ ଉଦ୍ଧାର । ମିଳିଲେ ଭୁବନେଶ୍ୱରରୁ ନିଖୋଜ ୩ ନାବାଳକ । ସମସ୍ତଙ୍କୁ ଜଗତସିଂହପୁରରୁ ସୁରକ୍ଷିତ ଉଦ୍ଧାର କଲା ପୋଲିସ । ଟ୍ୟୁସନ ଯିବାକୁ କହି ଘରୁ ବାହାରିବା ପରେ ନିଖୋଜ ହୋଇଯାଇଥିବା ୩ ନାବାଳକ…

ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ୩ ନମ୍ବର ଗେଟ୍, ଜଳ ନିଷ୍କାସନ ଆରମ୍ଭ

ନବରଙ୍ଗପୁର: ପୁଣି ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାର ଗେଟ୍ । ରାତି ୨ଟା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ୩ ନମ୍ବର ଗେଟ୍ ଖୋଲାଯାଇଛି । ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ରହିଛି ୬୪୨ ମିଟର । ଗତକାଲି ରାତି ୧୦ଟା ସୁଦ୍ଧା…

ଗୁଣି ସନ୍ଦେହରେ ହତ୍ୟା ପରେ ପୋଡ଼ି ଦେଲେ, ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର

ବ୍ରହ୍ମପୁର: ଗୁଣି ସନ୍ଦେହରେ ବର୍ବରକାଣ୍ଡ । ରାତି ଅଧରେ ଜଣଙ୍କୁ ଘରୁ ଡାକିନେଇ ହତ୍ୟା ପରେ ପୋଡ଼ିଦେଲେ ଗାଁ ଲୋକେ । ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁରୁତର ଆହତ । ​ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରମା ଗାଁରେ ଲୋମହର୍ଷଣକାରୀ…

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

ଗୋପ: ନିମାପଡାରେ ଗଣ ଦୁଷ୍କର୍ମ ଅଭିଯୋଗ । ୪ ଜଣଙ୍କୁ ଉଠାଇନେଲା ପୋଲିସ । ପୁରୀ ଜିଲ୍ଲା ନିମାପଡା କେନାଲ ରୋଡ଼ରେ ଥିବା ନନ୍ଦିନୀ ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଥିବା ଜଣାପଡିଛି । ମହିଳା ଜଣଙ୍କ ଅନୁଗୁଳ…

ଗାଁ ଆଖପାଖରେ ବୁଲୁଛି କଲରାପତରିଆ, ଗ୍ରାମବାସୀ ଆତଙ୍କିତ

ନୂଆପଡ଼ା: ଗାଁରେ ବୁଲୁଛି ବାଘ । ନୂଆପଡ଼ା ଜିଲ୍ଲା ଖୁଟବନଭେରା-ପତୋରା ମୁଖ୍ୟ ରାସ୍ତାରେ ବୁଲୁଛି କଲରାପତରିଆ । ବାଘକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାତିରେ ଗାଡ଼ିରେ ଯିବା ବେଳେ ଜଣେ ବ୍ୟକ୍ତି ରାସ୍ତାକଡ଼ରେ ବାଘକୁ ଦେଖିଥିଲେ ।…

ଆଠଗଡ଼ରେ ବନ୍ୟା, ହୁଳହୁଳା ପୋଲ ଉପରେ ତିନି ଫୁଟର ପାଣି

ଆଠଗଡ଼: ଆଠଗଡ଼ରେ ପଶିଲା ବନ୍ୟା ପାଣି । ବୁଡ଼ିଲା ହୁଳୁହୁଳା ପୋଲ । ହୁଳହୁଳା ପୋଲ ଉପରେ ତିନି ଫୁଟର ବନ୍ୟାଜଳ । ଉତ୍ତର ବାଙ୍କୀରୁ ତିଗିରିଆକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଛିନ ହୋଇଯାଇଛି । ଉତ୍ତର ବାଙ୍କୀର ୧୦ରୁ ଅଧିକ…

MMDR ବିଲ୍ ପ୍ରତ୍ୟାହାର ଦାବିରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: MMDRକୁ ନେଇ ଗର୍ଜିଲା ବିଜେଡି। ଗାନ୍ଧୀ ମାର୍ଗରେ MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ। ବିଧାନସଭାରେ କକ୍ଷତ୍ୟାଗ କରି ଧାରଣାରେ ବିଜେଡି ବିଧାୟକ। ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିରୋଧୀ ଦଳ…

ବିଧାନସଭାରେ ଭେଜାଲ୍ ଛେନା-ପନିର ତାତି: ନିଆଳିରେ ୨୭୫ ବେପାରୀଙ୍କ ନାଁରେ ମାମଲା

ଭୁବନେଶ୍ୱର: ରାଜ୍ୟରେ ଏବେ ଛେନା ଓ ପନିର ନାଁରେ ବିଷ ବିକ୍ରି ହେଉଛି । ଅଧିକ ଲାଭ ଆଶାରେ କିଛି ଅସାଧୁ ବ୍ୟବସାୟୀ ଛେନା ଓ ପନିରରେ ଷ୍ଟାର୍ଚ୍ଚ (ଶ୍ୱେତସାର) ଏବଂ ଡିଟରଜେଣ୍ଟ ଭଳି ମାରାତ୍ମକ ରସାୟନିକ ଦ୍ରବ୍ୟ ଅପମିଶ୍ରଣ କରୁଛନ୍ତି,…

ବାଣ ବିକ୍ରି ବେଳେ ବିସ୍ଫୋରଣ; ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ହରିଚନ୍ଦନପୁର ଥାନା ଅଞ୍ଚଳର ମାନପୁର ଗାଁରେ ବାଣ ବିକ୍ରି ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା…