ବନ୍ଦେ ମାତରମ ଗାନ ସହ ସରିଲା ଲୋକସଭାର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: NEET ପରୀକ୍ଷା ବିରୋଧରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସଂସଦରେ ଜାରି ଅଚଳାବସ୍ଥା ମଧ୍ୟରେ ଗୁରୁବାର ଦିନ ମୌସୁମୀ ଅଧିବେଶନର ଶେଷ ଦିନ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଅଧିବେଶନଟି ବନ୍ଦେ ମାତରମ୍…

ଟ୍ରମ୍ପ ଇରାନର ସର୍ତ୍ତ ନ ମାନିବା ଯାଏ ବନ୍ଦ ରହିବ ଷ୍ଟ୍ରେଟ ଅଫ ହର୍ମୁଜ

ନୂଆଦିଲ୍ଲୀ: ଯେପର୍ଯ୍ୟନ୍ତ ଆମେରିକା ତା’ର ଆଚରଣ ପରିବର୍ତ୍ତନ କରି ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନର ସର୍ତ୍ତଗୁଡ଼ିକୁ ଗ୍ରହଣ କରିନାହିଁ, ସେପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିବ। ଏଭଳି କହିଛନ୍ତି ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ନବନିଯୁକ୍ତ ସଚିବ। ଯାହା…

ଭୁବନେଶ୍ବରରେ ନିର୍ମାଣ ହେବ ‘ସମର୍ପିତ ବସ୍‌ ପଥ’

ଭୁବନେଶ୍ୱର: ଭୁବନେଶ୍ବରରେ ନିର୍ମାଣ ହେବ ’ସମର୍ପିତ ବସ୍‌ ପଥ’ (ଡେଡିକେଟେଡ୍‌ ବସ୍‌ ଲେନ୍‌)। ଏହି ଲେନ୍‌ରେ ସାଧାରଣ ବସ୍ ସହ ସ୍କୁଲ୍ ବସ୍ ଏବଂ ଆମ୍ବୁଲାନ୍‌ସ ଆଦି ଜରୁରୀକାଳୀନ/ଅତ୍ୟାବଶ୍ୟକ ସେବା ଯାନବାହନକୁ ପ୍ରାଥମିକତା ଦିଆଯିବ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ…

ଲଗାଣ ବର୍ଷାରେ ଧୋଇଗଲା ପୋଲ, ରାସଗୋବିନ୍ଦପୁର- ଅମର୍ଦ୍ଦାକୁ ଯୋଗାଯୋଗ ବିଚ୍ଛିନ୍ନ

ମୋରଡା: ଲଘୁଚାପ ଜନିତ ଲଗାଣ ବର୍ଷା ଗତକାଲି ରାତିଠାରୁ ଜାରି ରହିଛି । ଫଳରେ ମୋରଡା ବ୍ଲକର ବାରିପଦା – ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ବନ୍ଧ ଉପରେ ୩ ଫୁଟ ଉପରେ ଜଳ ପ୍ରବାହିତ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି…

ସିମୁଳିଆରୁ ଟିଏମସି ପୂର୍ବତନ ବିଧାୟକ ଗିରଫ, ଆରଜି କର ମେଡିକାଲ ଘଟଣାରେ ସମ୍ପୃକ୍ତି ସନ୍ଦେହ

ସୋର : ପଶ୍ଚିମବଙ୍ଗ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ ପଶ୍ଚିମବଙ୍ଗ ଖୋର୍ଦ୍ଧା ପୋଲିସ ଦ୍ୱାରା ସିମୁଳିଆ ଥାନାରେ ଅଟକ। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରୁ ପଶ୍ଚିମବଙ୍ଗ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ…

ଉଦ୍ୟାନ କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ ଉପ-ମୁଖ୍ୟମନ୍ତ୍ରୀ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଉଦ୍ୟାନ କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ରାଜ୍ୟ ସରକାରଙ୍କୁ ଯଦି ଅନ୍ଧାରରେ ରଖିବେ ତାହେଲେ ଆକସନ ହେବ । ରାଜ୍ୟ ସରକାର ରବର୍ ଷ୍ଟାମ୍ପ ନୁହନ୍ତି କି ମୁଁ ରବର ଷ୍ଟାମ୍ପ ନୁହେଁ…

ସରିଲା ସରପଞ୍ଚ ଚାମେଲୀ ଓଝାଙ୍କ ଅନାସ୍ଥା ଭୋଟିଂ

ମହାକାଳପଡ଼ା : ସରିଲା କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଚାଲିଥିବା ଅନାସ୍ଥା ଭୋଟିଂ । ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିବା ବେଳେ ୨୦ଜଣ ଉପସ୍ଥିତ ଥିବା ବେଳେ ଜଣେ ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ…

ଖୋଲିଲା କାଳ ଡ୍ୟାମ୍‌ର ୨ ଗେଟ୍, ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ୱର : ଉଦଳାରେ ଖୋଲିଲା ଦୁଇ ଗେଟ, ବଢିଲା ବିପଦ । ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ଏବେ ତଳିଆ ଅଞ୍ଚଳ ପାଇଁ ବଢିଲା ବିପଦ । ଖୋଲିଲା କାଳ ଡ୍ୟାମର ଦୁଇଟି ଗେଟ । କାଳ ଡ୍ୟାମର ଜଳ…

ବେଳାଭୂମିକୁ ଯିବାକୁ ବାରଣ କରିବାରୁ ପୋଲିସକୁ ପିଟିଲେ ଦୁଇ CISF ଯବାନ

ପାରାଦୀପ : ଦୁଇ CISF ଯବାନଙ୍କ ଦବଙ୍ଗଗିରି । ବିଳମ୍ୱିତ ରାତିରେ ସମୁଦ୍ର ଉପକୂଳକୁ ଯିବାକୁ ବାରଣ କରିବାରୁ ଖାକି ବର୍ଦ୍ଦିକୁ ଚିରିଦେଲେ । ପାରାଦୀପ ଲାଇଟ ହାଉସ ନିକଟସ୍ଥ ସମୁଦ୍ର ବେଳାଭୂମିରେ ଘଟିଛି ଘଟଣା । ଲଘୁଚାପ କାରଣରୁ ସମୁଦ୍ର…

ଜଗତସିଂହପୁରରେ ସାର କଳାବଜାରୀ, ୧୭୦ ବସ୍ତା ନକଲି ସାର ଜବତ

ଜଗତସିଂହପୁର: ଆକ୍ସନ ମୋଡ଼ରେ ପ୍ରଶାସନ । ୧୭୦ ବସ୍ତା ନକଲି ସାର ଜବତ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗାରେଇରେ ଚଢାଉ କରି ୧୭୦ ବସ୍ତା ସାର ଜବତ କରିଛି ପ୍ରଶାସନ । ଅନେକ ସମୟରେ ପୁରୀରୁ ଚୋରାରେ ସାର…