ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ: ପୁଅଙ୍କୁ ପଛରେ ପକାଇ ଚମକିଲେ ଝିଅ
ଭୁବନେଶ୍ବର: ପୁଅଙ୍କ ତୁଳନାରେ ଝିଅମାନେ ପାଠ ପଢ଼ାରେ ଅଧିକ ମନ ଲଗାଉଛନ୍ତି। ଝିଅମାନେ ପାଠପଢ଼ାକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ତେଣୁ ସେମାନଙ୍କର ପରୀକ୍ଷା ଫଳ ଭଲ ହେଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) କଳା…
