ଆଷାଢ଼ ମାସରେ ୪୦ ଡିଗ୍ରି ଉପରେ ୨୬ ସହର
ଭୁବନେଶ୍ବର: ଶ୍ରାବଣ ମାସରେ ବର୍ଷା ନାହିଁ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମୌସୁମୀକୁ ରାଜ୍ୟବାସୀ ଅପେକ୍ଷା କରିଥିବା ବେଳେ ପ୍ରବଳ ଖରା ଏବଂ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଅପରାହ୍ଣ ୩ଟା ଯାଏଁ ଗ୍ରୀଷ୍ମ ପ୍ରବାହ…
