ବାଲେଶ୍ୱର ରେଳ ଦୁର୍ଘଟଣା: ଓଡ଼ିଶାରେ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଓ ପିଲାଙ୍କୁ ମାଗଣା ଶିକ୍ଷା ଦେବ କିଟ୍‍

ଭୁବନେଶ୍ୱର: ବାଲେଶ୍ୱର ବାହାନଗାଠାରେ ଘଟିଥିବା ଶତାବ୍ଦୀର ସବୁଠାରୁ ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷା ଦାନ ଦେବାକୁ ବୁଧବାର ଘୋଷଣା କରିଛି କିଟ୍‍ । ଆଜି…

ଚାଲିଛି ୩ ରଥର ନିର୍ମାଣ କାର୍ଯ୍ୟ, ବଡ଼ ପୋଟଳ ପଡିବା ଶେଷ

ପୁରୀ: ପାଖେଇ ଆସୁଛି ଘୋଷଯାତ୍ରା। ଜୋରସୋରରେ ଚାଲିଛି ୩ ରଥର ନିର୍ମାଣ କାର୍ଯ୍ୟ। ଆଜି ତିନି ରଥରେ ବଡ଼ ପୋଟଳ ପଡିବା କାର୍ଯ୍ୟ ଶେଷ ହୋଇଛି । ଗତକାଲି ତିନିରଥକୁ ତୃତୀୟ ଭୂଇଁ ଉଠି ମଝି ଭୂଇଁ ଉପରେ ସଂଯୋଗ କରାଯାଇଥିଲା। ଦର୍ପଦଳନ…

ବାହାନଗା ରେଳ ଦୁର୍ଘଟଣାରେ ଆସାମର ମୂଷା ଶେଖ୍‌ ନିଖୋଜ

ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ନେଇଛି ୨୮୮ ଜୀବନ । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଏବେ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ କରି ରଖାଯାଇଛି…

SCBରେ ତିନିଦିନ ପରେ ଏକାଠି ହେଲେ ନବ ଦମ୍ପତି

ଟ୍ରେନ୍‌ ଦୁର୍ଘଟଣାରେ ବିଛେଦ ପରେ ମିଳନ । ୫ ଦିନ ପରେ ଏକାଠି ହେଲେ ପଶ୍ଚିମବଙ୍ଗର ନବ ବିବାହିତା ଦମ୍ପତି । କରମଣ୍ଡଳ ଟ୍ରାଜେଡିର ୩ ଦିନ ପୂର୍ବରୁ ସେମାନଙ୍କର ହାତଗଣ୍ଠି ପଡ଼ିଥିଲା । ଗତ ୩୧ ତାରିଖରେ ଉଭୟଙ୍କ ବିବାହ…

ଏସସିବି ମେଡିକାଲରେ ଦୁଇଦିନ ହେବ ସ୍ୱାମୀ ଗୋପାଳ ହେମ୍ବ୍ରମକୁ ଖୋଜୁଛନ୍ତି ପତ୍ନୀ ରୁପା

କଟକ: ଏସସିବି ମେଡିକାଲରେ ଦୁଇଦିନ ହେବ ସ୍ୱାମୀ ଗୋପାଳ ହେମ୍ବ୍ରମକୁ ଖୋଜୁଛନ୍ତି ପଶ୍ଚିମବଙ୍ଗର ରୁପା ହେମ୍ବ୍ରମ। ସାନ୍ତରାଗାଛି ଜଙ୍କସନରୁ ଚେନ୍ନାଇ ଯାତ୍ରା କରୁଥିବା ବେଳେ କରମଣ୍ଡଳ ଏକ୍ସପ୍ରେସ ବାହାନଗାଠାରେ  ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଖବର ପାଇ ସ୍ତ୍ରୀ ଓ ପରିବାର ଲୋକେ…

ଭେଣ୍ଡିଆ ପୁଅର ଶବ ନେବାକୁ ବିହାରରୁ ଦୌଡିଆସିଛି ବୁଢୀ ମା’

ଭୁବନେଶ୍ୱର:  ମାଆଟି ଆଖିରେ ଆଖିଏ ଲୁହ । କେତେବେଳେ ସେ ଲୁହ ଆଖିରେ ଆଖିରେ ଶୁଖିଯାଉଛି ତ, ଆଉ କେତେବେଳେ ଅମାନିଆ ହୋଇ ବୋହି ଆସୁଛି ଗାଲ ପାଖକୁ । ଲୁହକୁ କାନିରେ ପୋଛି ଦେଇ ପୁଣି ଗାଲରେ ହାତଦେଇ କୋହ…

ରେଳ ଦୁର୍ଘଟଣା ମୃତାହତଙ୍କୁ ସହାୟତା, ସରକାରଙ୍କ ପକ୍ଷରୁ ୫ଲକ୍ଷ ଏବଂ ଜିଲ୍ଲା ରେଡକ୍ରସ ତରଫରୁ ୧୦ ହଜାର ପ୍ରଦାନ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସହାୟତା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି। ଦୁର୍ଘଟଣାରେ ବାଲେଶ୍ୱର ଜିଲ୍ଲାର ୧୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଓ ଆତ୍ମୀୟସ୍ୱଜଙ୍କୁ…

ଥାନାଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ଲୋକେ

ସୁବର୍ଣ୍ଣପୁର : ଦୁଇ ଭାଇଙ୍କ କଳିର ସମାଧାନ କରିବାକୁ ଯାଇ ପୋଲିସ ହଟହଟା । ସୁବର୍ଣ୍ଣପୁର ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ । ଏହା ହେଉଛି ସୋମବାର ଦିନର ଘଟଣା । ତିଲେଇମାଲ ଗାଁର ରତ୍ନାକର…

ବାହାନଗା ଟ୍ରାଜେଡି: ବଞ୍ଚିଗଲେ ନେପାଳର ଯୁବକ, ୫ ଦିନ ପରେ ମିଳିଲା ପୁଅ

କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ନେଇଛି ଶତାଧିକ ଜୀବନ । ହଜାର ହଜାର ଯାତ୍ରୀ ଆହତ ହୋଇଛନ୍ତି । ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ନେପାଳର ଯୁବକ । ଖୋଜି ଖୋଜି ୫ ଦିନ ପରେ ପୁଅ ପାଖରେ ପହଞ୍ଚିଛନ୍ତି ପରିବାର ଲୋକ ।…

ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇନି ୮୩ ମୃତଦେହ, ମୃତକଙ୍କୁ ଜାଣିବା ପାଇଁ ଏମ୍ସ ଆସିବାକୁ ପରାମର୍ଶ

ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡି ନେଇଛି ୨୮୮ ଜୀବନ । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଏବେ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ କରି ରଖାଯାଇଛି…