ଖଣି ମାଫିଆ ସୁଶାନ୍ତ ବରାଡ଼ ଗିରଫ
ନୟାଗଡ଼ : ଗିରଫ ହେଲା ଡ଼ନ ଖଣି ମାଫିଆ। ନୟାଗଡ଼ ରଣପୁର ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ NGTର ଛାଡ ପରେ ବନ୍ଧା ହେଲେ ଖଣି ମାଫିଆ ସୁଶାନ୍ତ ବରାଡ଼ । ରଣପୁର ତହସିଲ କୃଷ୍ଣପୁର ଗ୍ରାମର ଶୁଶାନ୍ତ ବରାଡ଼ଙ୍କ ନାଁରେ…
ନୟାଗଡ଼ : ଗିରଫ ହେଲା ଡ଼ନ ଖଣି ମାଫିଆ। ନୟାଗଡ଼ ରଣପୁର ମୟୁରଝାଲିଆ ବେଆଇନ ଖଣି ଖନନ ମାମଲାରେ NGTର ଛାଡ ପରେ ବନ୍ଧା ହେଲେ ଖଣି ମାଫିଆ ସୁଶାନ୍ତ ବରାଡ଼ । ରଣପୁର ତହସିଲ କୃଷ୍ଣପୁର ଗ୍ରାମର ଶୁଶାନ୍ତ ବରାଡ଼ଙ୍କ ନାଁରେ…
ପିପିଲି: ପୁରୀ ଜ଼ିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୁଅର କୁରାଢ଼ି ଚୋଟରେ ଚାଲିଗଲା ବାପାର ଜୀବନ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ…
ବଲାଙ୍ଗିର: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ସ୍ୱାମୀ। ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘୁମେର ଗାଁ ରେ ମହୁଲ ଫଳ ଗୋଟାଇବାକୁ ଯିବା ବେଳେ ଘଟିଛି ଅଘଟଣ । ପାରିବାରିକ କଳହ ହେତୁ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଉତ୍ୟକ୍ତ ହୋଇ ସ୍ତ୍ରୀକୁ…
ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପ୍ରିଭେନସନ୍ ଅଫ୍ ମନିଲଣ୍ଡରିଂ ଆଇନ୍ ବଳରେ ଇଡି ସମ୍ପତ୍ତି ଆଟାଚ୍ କରିଛି। ଆୟବହିର୍ଭୂତ ସଂପତ୍ତି ଓ ଚାକିରି କରାଇ ଦେବା ନାଁରେ ଅର୍ଥ…
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମାର୍କ କମ୍ ରହିବାରୁ ମାନସୀକ ଭାରସାମ୍ୟ ହରାଇ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୋଟିଏ ଘଟଣା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଏନଏସି ସିମୁଳିଆ ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଛି। ଆଜି ପରୀକ୍ଷା ଫଳ ପ୍ରକାଶର…
ଭୁବନେଶ୍ୱର/ଶେରଗଡ଼: ଜଗନ୍ନାଥ ଧାମ୍ ପୁରୀକୁ ଆଜି ଗଞ୍ଜାମ ଜିଲ୍ଲାର ଶେରଗଡ଼ରୁ ଗଡିଲା ପ୍ରଥମ ଏସି ବସ୍ ‘ଜଗନ୍ନାଥ ଏକ୍ସପ୍ରେସ୍’ ଗଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫେରେନ୍ସ ଜରିଆରେ ଶେରଗଡ-ପୁରୀ ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଏସି ବସ ସେବା ଚଳାଚଳକୁ ପତକା…
ଭୁବନେଶ୍ବର/କଟକ: କଟକ ମହାନଗର ନିଗମ ଅଧିନ କେଶରପୁର ଗହ୍ମାଡିଆ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନ କାମରେ ନର୍ଦ୍ଦମା ପାଣି ନିଷ୍କାସନ ପାଇଁ ବ୍ୟବହାର ହେଉଥିବା ପାଇପ ତଳେ ଚାପି ହୋଇ ମଙ୍ଗଳବାର ଅପରାହ୍ଣରେ ନାବାଳିକା ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର କୁଖ୍ୟାତ ଅପରାଧୀ ଚକ୍ରଧର ସାହୁକୁ କମିସନରେଟ୍ ପୁଲିସ ତଡ଼ିପାର କରିଛି। ଚନ୍ଦ୍ରଶେଖରପୁର ଥାନା ଭୋଇସାହିର ଅପରାଧୀ ଚକ୍ରଧରକୁ କମିସନରେଟ୍ ପୁଲିସ ପକ୍ଷରୁ ୬ ମାସ ପାଇଁ ତଡ଼ିପାର ନୋଟିସ୍ କରାଯାଇଛି। ଏଥି ସହିତ ପୁଲିସ ପକ୍ଷରୁ ଓଡ଼ିଶା…
କୋର୍ଟରେ ସାକ୍ଷୀ ଦେଲେ ପୁଅ। ଆଉ ବିଚାରପତିଙ୍କ ଆଗରେ ମଦୁଆ ବାପାର ବୀଭତ୍ସ ଓ କୁତ୍ସିତ ଚରିତ୍ର ବର୍ଣ୍ଣନା କରିଥିଲେ। ସେ ଦିନ ନିଜ ଆଖିରେ ଯାହା ଦେଖିଥିଲେ, ଟିକିନିଖି କଥା ଅବଗତ କରାଇଥିଲେ। ଆଉ ତା’ପରେ ରାୟ ଶୁଣାଇଲେ ବିଚାରପତି।…
ଭୁବନେଶ୍ବର: ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଦାୟିତ୍ବ ପାଳନ ସମୟରେ ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ଘଟିଲେ ସେ…