State

୨୦୨୬-୨୭ ପୂର୍ଣ୍ଣାଙ୍ଗ ବଜେଟରେ ଓଡିଶା ପାଇଁ ବଡ ଘୋଷଣା

ଭୁବନେଶ୍ବର: ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ନିର୍ମଳା ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଓଡ଼ିଶା ସମେତ ୫ଟି ରାଜ୍ୟରେ ବିରଳ ଖଣିଜ କରିଡର ନେଇ ଘୋଷଣା କରିଛନ୍ତି…

୧୬୭ ହିତାଧିକାରୀଙ୍କୁ ପକ୍କା ଘର ଦେବ ବିଏମ୍‌ସି

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ୧୬୭ଜଣ ହିତାଧିକାରୀଙ୍କୁ ଲଟେରି ଜରିଆରେ ପକ୍କା ଘର ଆବଣ୍ଟନ କରାଯାଇଛି। ଚନ୍ଦ୍ରଶେଖରପୁର ବୁଦ୍ଧବିହାର ହାଉସିଂ ପ୍ରକଳ୍ପରେ ସାଲିଆସାହି, ସୁଭାଷ ବୋଷ ନଗର ବସ୍ତି, ମହାବୀର ବସ୍ତି, ମାଛ ମାର୍କେଟ ବସ୍ତି, ଜଗନ୍ନାଥବିହାର ଗୋପାଳ ବସ୍ତି, ସହିଦ…

ନାବାଳିକାଙ୍କୁ ଗଣଦୁଷ୍କର୍ମ, ଥାନାରେ ଏତଲା

ସୋର: ବାଲେଶ୍ବର ସୋରରେ ଲଜ୍ଜା । ଟିଉସନରୁ ଫେରିବା ସମୟରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ । ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ସୋର ଥାନା ଅଞ୍ଚଳରେ ଘଟିଛି ଘଟଣା । ଗତକାଲି ରାତିରେ ନାବାଳିକା ଜଣଙ୍କ ଟ୍ୟୁସନ୍ ସାରି…

୨୮ ଫେବୃଆରୀ ସୁଦ୍ଧା ପଞ୍ଜୀକରଣ ନକଲେ ସିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିବେ ହିତାଧିକାରୀ

ଭୁବନେଶ୍ବର: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା । ସିଏମ୍ କିଷାନ ଯୋଜନାର ବାଧ୍ୟତାମୂଳକ ଆବଶ୍ୟକତା ଗୁଡ଼ିକ ପୂରଣ କରିନଥିବା ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ରାଜ୍ୟ ସରକାର । ୨୮ ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିନଥିବା…

ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର

କେନ୍ଦୁଝର: ବ୍ୟାଙ୍କ ଡକାୟତକୁ ଏନକାଉଣ୍ଟର। କେନ୍ଦୁଝର ଜିଲ୍ଲା ବଡ଼ବିଲରେ କୁଖ୍ୟାତ ଅପରାଧୀ ସିପୁ କୁମାରକୁ ଗୁଳି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତିରେ ସମ୍ପୃକ୍ତ ଥିବା ସିପୁ କୁମାରକୁ ଏନକାଉଣ୍ଟର ହୋଇଛି । ଟାଙ୍କୁରା ନିକଟ ଏକ ଜଙ୍ଗଲରେ ପ୍ରଥମେ ପୋଲିସ…

୧୧୨ ଡାଏଲ୍ କଲେ ଗୋଟିଏ ମିନିଟରେ ସ୍ପଟରେ ପହଞ୍ଚିବ ଓଡ଼ିଶା ଫାୟାର ସର୍ଭିସ

ଭୁବନେଶ୍ୱର : ଗୋଟିଏ ମିନିଟରେ ଏମର୍ଜେନ୍ସି ସ୍ପଟରେ ପହଚିବ ଓଡ଼ିଶା ଫାୟାର ସର୍ଭିସ । ରାଜ୍ୟରେ ୩୪୬ଟି ଫାୟାର ଷ୍ଟେସନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ । ଡାଏଲ୍ ୧୧୨ ଏମର୍ଜେନ୍ସି କଲରେ ତୁରନ୍ତ ପହଂଚି ଉଦ୍ଧାର କରିବାକୁ ଗୁରୁତ୍ବ ଦିଆଯାଇଛି…

ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ : ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ

ରାୟଗଡା : ଝାଡ଼ାବାନ୍ତି ଆତଙ୍କ । ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ । ୪୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ବିଷମକଟକ ଗୋଷ୍ଠୀ…

ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବା ବେଳେ ଚାଲିଗଲା ମା’ ପୁଅଙ୍କ ଜୀବନ

ପୁରୀ : ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଇଗଲା ମା’ ପୁଅଙ୍କ ଜୀବନ । ମୃତ ମା’ ପୁଅ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଓ ଅଙ୍କିତ ଗୁପ୍ତା ।…

ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ହାଣିଲା ଦଶମ ଶ୍ରେଣୀ ଛାତ୍ର

ବାଲେଶ୍ୱର : ନବମ ଶ୍ରେଣୀ ଛାତ୍ରକୁ ହାଣିଲା ଦଶମ ଶ୍ରେଣୀ ଛାତ୍ର । ବାଲେଶ୍ଵର ରେମୁଣା ଥାନା ଅନ୍ତର୍ଗତ ରେମୁଣା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ଆଜି ସ୍କୁଲ୍ ରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ଘଟିଛି ଏହି…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଶୁସମ୍ପଦ କର୍ମଚାରୀ

କଟକ : ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଡ଼ଚଣା ବ୍ଲକ ପଶୁସମ୍ପଦ କାର୍ଯ୍ୟାଳୟ କର୍ମଚାରୀ । କୁକୁଡ଼ା ଚାଷ ସ୍କିମ ସବସିଡ଼ି ପାଇଁ ନେଉଥିଲେ ଲାଞ୍ଚ । ବ୍ଲକ ଭେଟେନାରୀ ଅଫିସ କାର୍ଯ୍ୟକ୍ରମ ସହାୟକ ଶୁଭାଶିଷ ସାମଲ।…