୧୪୪ ବର୍ଷ ପରେ ବାଲିରେ ହେବ ମହାକୁମ୍ଭ !
ନୂଆଦିଲ୍ଲୀ: ଆମେରିକା ଗସ୍ତରୁ ଫେରିଥିବା ଜଳବାୟୁ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଭାରତ ଆଗେଇ ଆସିବା ଉଚିତ। ସେ କହିଛନ୍ତି…
ନୂଆଦିଲ୍ଲୀ: ଆମେରିକା ଗସ୍ତରୁ ଫେରିଥିବା ଜଳବାୟୁ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଭାରତ ଆଗେଇ ଆସିବା ଉଚିତ। ସେ କହିଛନ୍ତି…
ତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି । ଆମେରିକା ଓ ଇସ୍ରାଏଲ ଏପରି ଆକ୍ରମଣ କରିପାରନ୍ତି । ଏପରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଇରାନ ନିଜର ପରମାଣୁ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢାଇଦେଇଛି । ଇସ୍ରାଏଲ…
ନୂଆଦିଲ୍ଲୀ: ଆମ ମଧ୍ୟରୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ, ଆମ ଶରୀରରେ ଏକ ଭାଇରସ ଲୁଚି ରହିଛି, ଯାହା ବୟସ ବୃଦ୍ଧି ସହିତ ଏକ ବିପଜ୍ଜନକ ରୂପ ନେଇପାରେ। ଏକ ସଦ୍ୟତମ ସର୍ଭେ ଅନୁଯାୟୀ, ଏହି ଭାଇରସ ୫୦ ବର୍ଷ…
ଲକ୍ଷ୍ନୌ,୨୫।୨: ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ମଙ୍ଗଳବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ରିପୋର୍ଟ ଉପରେ ଉଠାଯାଉଥିବା ପ୍ରଶ୍ନ ଉପରେ ଆପତ୍ତି ଉଠାଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସେ କହିଥିଲେ ଯେ ଏବେ ସିପିସିବି ରିପୋର୍ଟ ଉପରେ…
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ଆଗତ ସିଏଜି ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ତତକାଳୀନ କେଜ୍ରିଓ୍ବାଲ ସରକାର ଆଣିଥିବା ଅବକାରୀ ନୀତି ଯୋଗୁଁ ଦିଲ୍ଲୀ ସରକାରଙ୍କ ପ୍ରାୟ ୨ ହଜାର କୋଟି ଟଙ୍କା…
ଲାହୋର: ପାକିସ୍ତାନ ଏବେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଛି। ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡି ଭଳି ତିନୋଟି ଷ୍ଟାଡିୟମରେ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍ ଖେଳାଯାଉଛି। ନିକଟରେ ଲାହୋରରେ ଏକ ମ୍ୟାଚ୍ ବେଳେ ଜଣେ ଯୁବକ ଭାରତୀୟ ଜାତୀୟ ପତାକା ଉଡ଼ାଇ…
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ଫେବୃଆରୀ ୧୨ ତାରଖରେ ସଜ୍ଜନ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ…
ବଲିଉଡ ଅଭିନେତା ଅକ୍ଷୟ କୁମାର ମହାକୁମ୍ଭରେ ବଡ଼ ପକାଇଛନ୍ତି । ସଙ୍ଗମରେ ବୁଡ଼ ପକାଇଛନ୍ତି ଅକ୍ଷୟ କୁମାର । ଅକ୍ଷୟ କୁମାର ସଙ୍ଗମରେ ବୁଡ଼ ପକାଉଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ଆଉ ଅକ୍ଷୟ କୁମାର ବୁଡ଼ ପକାଇବା ପରେ ବ୍ୟବସ୍ଥାକୁ…
ନଗରକୁରନୁଲ : ତେଲେଙ୍ଗାନାର ନଗରକୁରନୁଲ ଟନେଲରେ ଫଶିଥିବା ଇଞ୍ଜିନିୟର ଓ ଶ୍ରମିକଙ୍କ ଉଦ୍ଧାର ନିମନ୍ତେ ରେସକ୍ୟୁ ଅପରେସନ ଜାରି ରହିଛି। ଉଦ୍ଧାର ନିମନ୍ତେ ବୈଷୟିକ ସହାୟତା ମଧ୍ୟ ନିଆଯାଉଛି। ତେବେ ପାଣି ଓ କାଦୁଅ ଯୋଗୁ ଉଦ୍ଧାର ଅଭିଯାନରେ ବାଧା ଆସୁଛି।…
ଲକ୍ଷ୍ନୌ: ଅଯୋଧ୍ୟାରେ ହେବ ଓଡିଶା ଭବନ । ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ । ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ…