November 25, 2026

ଦାବି ପୂରଣ ପାଇଁ ଟାୱାରରେ ଚଢ଼ି ପ୍ରତିବାଦ କଲେ ଛଟେଇ ବିଦ୍ୟୁତ ଠିକା କର୍ମଚାରୀ

ପିପିଲି : ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ । ଟାୱାରରେ ଚଢ଼ିଲେ ଛଟେଇ ବିଦ୍ୟୁତ ଠିକା କର୍ମଚାରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ନିଆରା ପ୍ରତିବାଦ। ଭୁବନେଶ୍ବର, ପୁରୀ, ଜଟଣୀ ସହ ବିଭିନ୍ନ ଅଞ୍ଚଳରେ ଟାୱାର…

ଫସଲ ଜଗିଥିବା ବେଳେ ଚାଷୀଙ୍କୁ ଦଳିଦେଲା ହାତୀ

ରେଢ଼ାଖୋଲ: ଫସଲ ଜଗିଥିବା ବେଳେ ଦଳିଦେଲା ହାତୀ । ରେଢ଼ାଖୋଲ ବନଖଣ୍ଡ ଖମଣମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ସେହି ଗାଁର ଟୁନା ସୁରିହୋ ମୁଣ୍ଡା । ଧାନ ଜଗିବା ପାଇଁ ଟୁନା ବିଲରେ ମଞ୍ଚା…

ଅରୁଣୋଦୟ ନଗର ନିକଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୮ଟି ବସ୍

କଟକ: କଟକ ଅରୁଣୋଦୟ ନଗର ନିକଟରେ ଭୟାବହ ଅଗ୍ନିକାଣ୍ଡ । ରାସ୍ତା କଡ଼ରେ ପାର୍କିଂ ହୋଇଥିବା ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ଜଳିଗଲା ୮ଟି ବସ୍ । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା…