November 23, 2026

ଧନୁଯାତ୍ରାରେ ମାହୁନ୍ତଙ୍କୁ ଦଳିଦେଲା ଦନ୍ତା

କଣ୍ଟାବାଞ୍ଜି : ଧନୁଯାତ୍ରାରେ ଅଘଟଣ। ମାହୁନ୍ତଙ୍କୁ ଦଳିଦେଲା ଦନ୍ତା । ଯେଉଁ ହାତୀକୁ ନେଇ ଧନୁଯାତ୍ରାକୁ ଆସିଥିଲେ, ସେହି ହାତୀ ଆକ୍ରମଣରେ ଚାଲିଗଲା ମାହୁନ୍ତଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ଘଟିଛି ଅଘଟଣ । ମୃତକ ଆହ୍ଲାବାଦ ବନାରସ ଅଞ୍ଚଳର…

ବର ବେଶରେ ନକଲି ଓଏଏସ ଅଫିସର ଗିରଫ, ଚାକିରି କରାଇବା ନାଁରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ସମ୍ବଲପୁର : ନକଲି ଓଏଏସ ଅଫିସର ଗିରଫ । ଚାକିରି କରାଇ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କଲା ପୋଲିସ । ସମ୍ବଲପୁର ସଦର ପୋଲିସ ଜଣେ ନକଲି ଓଏଏସ୍ ଅଫିସର ବିବାହ ପାଇଁ ଶୋଭାଯାତ୍ରାରେ…

ନଭେମ୍ବର ଶେଷରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ଆଶଙ୍କା

ଭୁବନେଶ୍ବର: ନଭେମ୍ବର ଶେଷରେ ପୁଣି ଘୂର୍ଣ୍ଣିବଳୟ ଆଶଙ୍କା । ବଙ୍ଗୋପସାଗରରେ ଦାନା ବାନ୍ଧିବ ନୂଆ ପାଣିପାଗ ବ୍ୟବସ୍ଥା । ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା । ନଭେମ୍ବର ଶେଷ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ…

ଶ୍ରୀକ୍ଷେତ୍ରରେ ହେବ ପ୍ରଥମ ବାଲିଯାତ୍ରା, ନୂଆନଈ କୂଳରେ ଗୁଞ୍ଜରିତ ହେବ ବୋଇତ ବନ୍ଦାଣର ସ୍ୱର

ପୁରୀ: ଶ୍ରୀକ୍ଷେତ୍ରରେ ଏଣିକି ଗୁଞ୍ଜରିବ ବୋଇତ ବନ୍ଦାଣର ସ୍ୱର। ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ସହ ଗ୍ରାମାଞ୍ଚଳରେ ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପୁରୀରେ ପ୍ରଥମଥର ଆୟୋଜିତ ହେବାକୁ ଯାଉଛି ବାଲିଯାତ୍ରା। ନୂଆନଈ ନଦୀକୂଳରେ ନଭେମ୍ବର…