ବାଲିଯାତ୍ରା ପଡ଼ିଆରେ ଏକ୍ସପାୟାରୀ ଥଣ୍ଡା ପାନୀୟ ବିକ୍ରି ଘଟଣାର ପର୍ଦ୍ଦାଫାଶ: ୩ ଗିରଫ, ୧୦୯୫ ବୋତଲ ଥଣ୍ଡା ପାନୀୟ ସହ ପିକ୍ଅପ୍ ଭ୍ୟାନ୍ ଜବତ
କଟକ(ବିକ୍ରମ କିଶୋର ସେନାପତିଙ୍କ ରିପୋର୍ଟ) : ଐତିହାସିକ କଟକ ବାଲିଯାତ୍ରା ପଡ଼ିଆରେ ଜନସାଧାରଣଙ୍କୁ ଅବଧି ଶେଷ ହୋଇଯାଇଥିବା (ଏକ୍ସପାୟାରୀ) ଥଣ୍ଡା ପାନୀୟ ବିକ୍ରି କରିବା ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଜଣେ ସଚେତନ ଗ୍ରାହକଙ୍କ ସୂଚନା…