ପୂର୍ବତନ ଜେଲ ଡିଜି ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ମାମଲା, ମିଥ୍ୟା ସାକ୍ଷ୍ୟ ପାଇଁ ଧମକ ଅଭିଯୋଗ
ଭୁବନେଶ୍ବର : ପୂର୍ବତନ ଜେଲ ଡିଜି ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ଏତଲା । ବିଚାରାଧୀନ ବନ୍ଦୀଙ୍କ ସାମଗ୍ରୀରେ ବ୍ରାଉନସୁଗାର ରଖିବା ପ୍ରସଙ୍ଗରେ ଧମକ ଅଭିଯୋଗ । କ୍ୟାପିଟାଲ ଥାନାରେ ମାମଲା ରୁଜୁ, ତଦନ୍ତ ଆରମ୍ଭ । ଜଣେ ବିଚାରାଧୀନ ବନ୍ଦୀଙ୍କ…