ଭାରତ-କାନାଡ଼ା ବିବାଦ, ଟ୍ରୁଡୁଙ୍କ ସହ କଥା ହେଲେ ସନକ

ଲଣ୍ଡନ: ଭାରତ ଓ କାନାଡ଼ା ମଧ୍ୟରେ ଚାଲିଥିବା ତୀବ୍ର କୂଟନୈତିକ ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସନକ। ସେ ତାଙ୍କ କାନାଡ଼ା ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୁଙ୍କୁ ଫୋନ୍‌ କରି ଏ ସମ୍ପର୍କରେ ଆ​‌େ​‌ଲାଚନା କରିଥିବା…

ଅଳ୍ପକେ ବର୍ତ୍ତିଗଲେ ନୁସ୍‌ରତ୍‌

ନୂଆଦିଲ୍ଲୀ: ଶନିବାର ପ୍ରତ୍ୟୁଷରୁ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ଗାଜାରୁ ଇସ୍ରାଏଲ୍‌ ଆଡ଼କୁ ମାତ୍ର ୨୦ ମିନିଟ୍‌ ମଧ୍ୟରେ ପ୍ରାୟ ୫୦୦୦ ରକେଟ ନିକ୍ଷେପ କରି ଆକ୍ରମଣ ଆରମ୍ଭ କରିଥିଲା।  ବିଭିନ୍ନ ପଥ ଓ ପାରାସୁଟ୍‌ ଯୋଗେ ମଧ୍ୟ ଅନେକ ଆତଙ୍କବାଦୀ ଇସ୍ରାଏଲ୍‌ରେ ଅନୁପ୍ରବେଶ…

ଇସ୍ରାଏଲ-ହମାସ ଲଢ଼େଇ; ୫୦୦ ମୃତ, ୩୦୦୦ରୁ ଅଧିକ ଆହତ

ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଶନିବାର ଅଚାନକ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ। ଗତକାଲିଠାରୁ ଆରମ୍ଭ ହୋଇଥିବା ଆକ୍ରମଣ ଓ ପାଲଟା ଆକ୍ରମଣରେ ଉଭୟ ପକ୍ଷରୁ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା…

ପ୍ରଧାନମନ୍ତ୍ରୀ ମୋଦୀ ଓ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌କୁ ବୋମା ମାରି ଉଡ଼ାଇ ଦେବୁ: ‘ଇମେଲ୍‌’ରେ ପୁଲିସକୁ ଧମକ

ମୁମ୍ବାଇ: ଭାରତ ସରକାର ୫୦୦ କୋଟି ଟଙ୍କା ଦେବା ସହିତ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର୍‌ ଲରେନ୍‌ସ୍‌ ବିଷ୍ଣୋଇଙ୍କୁ ମୁକ୍ତ ନ କଲେ ‘ଆଇସିସି ମେନ୍‌ସ୍‌ କ୍ରିକେଟ୍‌ ୱାର୍ଲଡ୍‌ କପ୍‌’ ମ୍ୟାଚ୍‌ ଚାଲିଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋମା ମାରି…

ଆଉ ୨୦/୨୫ ବର୍ଷ ମଧ୍ୟରେ ଭାରତ ନିଜର ‘ସ୍ପେସ୍‌ ଷ୍ଟେସନ୍‌’ ନିର୍ମାଣ କରି‌ବ: ‘ଇସ୍ରୋ’ ମୁଖ୍ୟ ଏସ୍‌. ସୋମନାଥ

ନୂଆଦିଲ୍ଲୀ: ଆଉ ୨୦/୨୫ ବର୍ଷ ଭିତରେ ଭାରତ ନିଜର ‘ମହାକାଶ କେନ୍ଦ୍ର’ ବା ‘ସ୍ପେସ୍‌ ଷ୍ଟେସନ୍‌’ ନିର୍ମାଣ ପାଇଁ ଯୋଜନା କରୁଛି ବୋଲି ଶୁକ୍ରବାର ଦିନ ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ର (ଇସ୍ରୋ) ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି। ‘ଚାଇନା ଗ୍ଲୋବାଲ୍‌…

ତିବ୍ଦତୀୟ ବୌଦ୍ଧ ଧର୍ମର ତୃତୀୟ ମହାନ ଧାର୍ମିକ ଗୁରୁଙ୍କ ପୁନର୍ଜନ୍ମ ପାଇଥିବା ଆଠବର୍ଷର ବାଳକକୁ ଅପହରଣ କରିପାରେ ଚୀନ

ଉଲ୍ଲାନବାତର: ମଙ୍ଗୋଲିଆର ଜଣେ ୮ ବର୍ଷର ଶିଶୁକୁ ଅପହରଣ କରିପାରେ ଚୀନ | ଏହି ଶିଶୁ ପାଇଁ ଚୀନ ଏତେ ମାତ୍ରାରେ ଭୟଭୀତ ହୋଇପଡିଛି ଯେ ଶିଶୁକୁ ନିଜ କବଜାକୁ ନେବାକୁ ସବୁ ପ୍ରକାରର ଚେଷ୍ଟା କରୁଛି | ଆପଣଙ୍କ ମନକୁ…

ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ, ୧୫ ମୃତ

ହେରାତ: ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଏକ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଭୂମିକମ୍ପରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ…

ଜିଏସଟି କାଉନସେଲିଂ ବୈଠକ: ମିଲେଟରୁ ପ୍ରସ୍ତୁତ ଉତ୍ପାଦରେ ଲାଗିବ ୫ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂର ୫୨ତମ ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯରାଇଛି। ସୁଷମା ସ୍ବରାଜ ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ସାମଗ୍ରୀ ଓ ସେବା ଟିକସ କାଉନସେଲିଂ ବାଜରାରୁ ପ୍ରସ୍ତୁତ ଅଟାରେ…

ଇସ୍ରାଏଲ ଯୁଦ୍ଧ ପରିସ୍ଥିତି: ଭାରତୀୟଙ୍କ ପାଇଁ ଜାରି ହେଲା ସତର୍କ ସୂଚନା

ଜେରୁଜେଲମ୍ : ପାଲେଷ୍ଟାଇନର ଗାଜାରୁ ହମାସା ଆତଙ୍କବାଦୀମାନେ ରକେଟ ମାଡ଼ କରିବା ପରେ ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଘୋଷଣା ହୋଇଛି। ମାତ୍ର ୨୦ ମିନିଟରେ ହାମସା ପକ୍ଷରୁ ୫ ହଜାର ରକେଟ ଇସ୍ରାଏଲ ଉପରେ ମାଡ଼ କରାଯିବାରୁ ୪୦ ଜଣଙ୍କ ଜୀବନ…

ରାହୁଲ ୨୦୨୪ରେ ଦେଶର ନେତୃତ୍ୱ ନେବେ, ତାଙ୍କ ଲୋକ ପ୍ରିୟତା ନେଇ ଭୟଭୀତ ଭାଜପା: ଶିବକୁମାର

ବେଙ୍ଗାଲୁରୁ,୭।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଆସନ୍ତା ୨୦୨୪ ନିର୍ବାଚନରେ ରାହୁଲ ଦେଶର ନେତୃତ୍ୱ ନେବେ। ତାଙ୍କର ବଡୁଥିବା ଲୋକପ୍ରିୟତାକୁ…