ଲକ୍ଷ୍ନୌରେ ଅକ୍ଟୋବର ୩୦ ଯାଏ ୧୪୪ ଧାରା ଲାଗୁ
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରି ଦିଆଯାଇଛି। ଅର୍ଥାତ୍ ଏହି ସମୟରେ କୌଣସି ବି ପ୍ରକାର ଧାରଣା, ବିକ୍ଷୋଭ ପ୍ରଦର୍ଶନ ଆଦି ବିନା ଅନୁମତିରେ ହୋଇପାରିବ ନାହିଁ। ଯଦି କେହି ନିୟମ ଉଲ୍ଲଂଘନ…
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରି ଦିଆଯାଇଛି। ଅର୍ଥାତ୍ ଏହି ସମୟରେ କୌଣସି ବି ପ୍ରକାର ଧାରଣା, ବିକ୍ଷୋଭ ପ୍ରଦର୍ଶନ ଆଦି ବିନା ଅନୁମତିରେ ହୋଇପାରିବ ନାହିଁ। ଯଦି କେହି ନିୟମ ଉଲ୍ଲଂଘନ…
ଉତ୍ତର ପ୍ରଦେଶର ବାରାବଙ୍କିରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ୪ ମହଲା ବିଲ୍ଡିଂ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ୧୪ ଜଣ ଲୋକ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା…
ଚନ୍ଦ୍ରପଷ୍ଠେରେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡିଂ କରିବା ପରେ ପୁଣି ଥରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ବିକ୍ରମ । ଏହା ମିଶନ ଲକ୍ଷ୍ୟ ସଫଳତାର ସହ ପୂରଣ କରିପାରିଛି। ସଫଳତାର ସହ ହପ୍ ପରୀକ୍ଷଣ କରିଛି। କମାଣ୍ଡ ମିଳିବା ପରେ…
ଇସ୍ରୋ ବୈଜ୍ଞାନିକ ବାଲାରମାତିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଚନ୍ଦ୍ରଯାନ-୩ ଲଞ୍ଚ ସମୟର କାଉଣ୍ଟଡାଉନ ଘୋଷଣା ତାଙ୍କର ଶେଷ ଘୋଷଣା ଥିଲା । ବାଲାରମାତିଙ୍କ ମୃତ୍ୟୁର ଖବର ଶୁଣି ଇସ୍ରୋର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ଶୋକ ପ୍ରକାଶ କରିଛନ୍ତି ।…
ନୂଆଦିଲ୍ଲୀ: ଆସନ୍ତା ୧୮ରୁ ପାର୍ଲାମେଣ୍ଟର ସ୍ଵତନ୍ତ୍ର ଅଧିବେଶନ । ୨୨ ତାରିଖ ଯାଏ ଚାଲିବ । ଅଧିବେଶନର ସରକାରଙ୍କ କାଉଁଟର କରିବାକୁ ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ସାଂସଦଙ୍କ ବୈଠକ ଡାକିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସ୍ଵତନ୍ତ୍ର ଅଧିବେଶନରେ ସରକାର ୩ଟି…
ଜୟପୁର: ରାଜସ୍ଥାନରେ ମଣିପୁର ଘଟଣାର ପୁନରାବୃତ୍ତି । ସ୍ବାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାଡ଼ ମାରିବା ପରେ ଉଲଗ୍ନ କରି ବୁଲାଇଲା ନିଷ୍ଠୁର ସ୍ବାମୀ । ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ମହିଳାଙ୍କୁ ଉଲଗ୍ନ…
ନୂଆଦିଲ୍ଲୀ: ପ୍ରୋଜେକ୍ଟ ଚିତା ଅଧୀନରେ ନାମିବିଆ ଓ ଦକ୍ଷିଣ ଆଫ୍ରିକା ଠାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ମୋଟ ୨୦ ଟି ଚିତା ଅଣାଯାଇଥିଲା । ସେଥିମଧ୍ୟରୁ କେତେଜଣଙ୍କର ମୃତ୍ୟୁ ହୋଇଗଲାଣି । ଗତକାଲି ନାମିବିଆ ହାଇକମିସନର୍ ଗାବ୍ରିଏଲ୍ ସିନିମ୍ବୋ ଏହି…
କୋଲକାତା: ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଲାଗିଲା ଶକ୍ତ ଝଟକା। ଉପ-ନିର୍ବାଚନର ଦୁଇ ଦିନ ପୂର୍ବରୁ ପୂର୍ବତନ ବିଧାୟକ ମିତାଲି ରାୟ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ମିତାଲି ରାୟ ୨୦୧୬ରେ ଟିଏମସି ଟିକେଟରେ ଧୁପଗୁରୀ ଆସନରୁ ଜିତିଥିଲେ।…
ଉଧମପୁର: ଶନିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଜଣେ ୪ ବର୍ଷୀୟ ବାଳିକାକୁ ଗୋଟାଏ କଲରାପତ୍ରିଆ ନେଇଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି। ପଞ୍ଚେରୀ ତହସିଲ୍ ଅନ୍ତର୍ଗତ ଉପର ଭଞ୍ଜାଲା ଗ୍ରାମଠାରୁ ପ୍ରାୟ ୨ କିଲୋମିଟର୍…
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ଅଭିଯୋଗ କରିଛନ୍ତି ଯେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ଚିନ୍ତାଧାରା ଭାରତୀୟ ସଂଘ ଏବଂ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ। ରାହୁଲ ଗାନ୍ଧି ଏକ୍ସ (ପୂର୍ବରୁ ଟ୍ଵିିଟର)ରେ ଲେଖିଛନ୍ତି, ‘ଇଣ୍ଡିଆ’ ଅର୍ଥାତ୍…