ସନାତନ ଧର୍ମକୁ HIV ସହ ତୁଳନା କଲେ ଏ ରାଜା

ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଥମିବାର ନାଁ ନେଉନାହିଁ। ଜଣଙ୍କ ପରେ ଜଣେ ସନାତନ ଉପରେ ହେଟ୍‌ ସ୍ପିଚ୍‌ ଦେବାରେ ଲାଗିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ପରେ ଏବେ ଡିଏମ୍‌କେ ସାଂସଦ ଏ ରାଜାଙ୍କ…

ଉଡାଣ ପୂର୍ବରୁ ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା

ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା । ଏୟାର କାନାଡା ବିମାନରୁ ଦୁଇ ମହିଳା ଯାତ୍ରୀଙ୍କୁ ଓହ୍ଲାଇଦେଇ ଟେକ୍‌ଅଫ୍‌ କରିଥିଲା । ବିମାନ ଓହ୍ଲାଇଥିବା ଦୁଇ ମହିଳା ସୋସିଆଲ ମିଡିଆରେ ନିଜ ଉପରେ ବିତିଥିବା କଥା ବଖାଣିଛନ୍ତି ।…

ଆଜି ଭାରତ ଗସ୍ତରେ ଆସିବେ ଜୋ ବାଇଡେନ୍

ନୂଆଦିଲ୍ଲୀ : ଆଜି ଭାରତ ଗସ୍ତରେ । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା G20 ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନ ଆଜି ନିଜ ଏୟାର ଫୋର୍ସ ୱାନ ବିମାନରେ ଭାରତ ପହଞ୍ଚିବେ। ଏହା ପୂର୍ବରୁ ଆମେରିକା…

ଭାରତ ଆସିବା ପୂର୍ବରୁ ଦେଶ ସହ ତାଙ୍କର ସଂଯୋଗକୁ ନେଇ ଗର୍ବ କରୁଥିବା କହିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଳୀ: ଆଗକୁ ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ। ତା’ପୂର୍ବରୁ ସେ ‌ଏକ ବଡ଼ ବୟାନ ଦେଇଛନ୍ତି। ସୁନକ କହିଛନ୍ତି ଯେ ସେ ନିଜର ଭାରତୀୟ ସଂଯୋଗକୁ ନେଇ ଗର୍ବ ଅନୁଭବ କରନ୍ତି। ନ୍ୟୁଜ୍‌ ଏଜେନ୍ସି…

ମହାକାଶରେ ସେଲଫି ନେଲା ଆଦିତ୍ୟ-L1

ମହାକାଶରେ ସେଲଫି ନେଲା ଆଦିତ୍ୟ-L1। ଇସ୍ରୋର ଏହି ଉଚ୍ଚାଭିଳାଷୀ ସୂର୍ଯ୍ୟ ମିଶନ ଲକ୍ଷ୍ୟପଥ L1କୁ ଯିବା ସମୟରେ ନିଜର ସେଲଫି ନେବା ସହ ପୃଥିବୀ ଓ ଚନ୍ଦ୍ରର ଫଟୋ କ୍ଲିକ୍ କରିଛି। ଏହି ସମୟର କିଛି ଦୃଶ୍ୟ ଶେଆର୍ କରିଛି ଇସ୍ରୋ।…

ଜି-୨୦ ସମ୍ମିଳନୀ: ଅତିଥିଙ୍କ ପ୍ଲେଟରେ ରହିବ ମୁଗଲାଇ ଡିସ୍‌ ସାଙ୍ଗକୁ ଚଟପଟା ଚାଟ୍‌

ଉତ୍ତର ଭାରତର ମୁଗଲାଇ ଡିସ୍‌ ସାଙ୍ଗକୁ ଦକ୍ଷିଣ ଭାରତର ପରିଚୟ ବହନ କରୁଥିବା ସ୍ୱତନ୍ତ୍ର ଡିସ୍‌। ତା’ ସାଙ୍ଗକୁ ନୂଆ ଦିଲ୍ଲୀର ଭଳିକି ଭଳି ଚାଟ୍‌ । ଆସନ୍ତା G-୨୦ ସମ୍ମିଳନୀ ପାଇଁ ଭାରତ ଆସିବାକୁ ଥିବା ଅତିଥିଙ୍କୁ ଭାରତ ପରସିବ…

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍‌ ଦେବା ନାହିଁ

ନରେନ୍ଦ୍ର ମୋଦୀ, ଭାରତର ପ୍ରଧାନମନ୍ତ୍ରୀ ‘ବସୁଧୈବ କୁଟୁମ୍ବକମ୍‌’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ…

ଯେପର୍ଯ୍ୟନ୍ତ ଅସମାନତା ଥିବ, ସେପର୍ଯ୍ୟନ୍ତ ସଂରକ୍ଷଣ ରହିବ: ମୋହନ ଭଗବତ

ଜାତିଗତ ଭେଦଭାବ, ଅସମାନତା ଓ ସଂରକ୍ଷଣକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ବଡ଼ ବୟାନ୍। ସମାଜରେ ଭେଦଭାବ ଥିବା ପର୍ଯ୍ୟନ୍ତ ସଂରକ୍ଷଣ ବା ରିଜରଭେସନ୍ ରହିବା ଉଚିତ୍ ବୋଲି କହିଛନ୍ତି ମୋହନ। ମଣିପୁରରେ ଜାତିଗତ ହିଂସା, ମହାରାଷ୍ଟ୍ରରେ ସଂରକ୍ଷଣ ପାଇଁ ମରାଠା ସମ୍ପ୍ରଦାୟର…

ଜି-୨୦ ସମ୍ମିଳନୀ: ଚାନ୍ଦି ଓ ସୁନା ଛାଉଣୀ ପାତ୍ରରେ ପରସାଯିବ ଖାଦ୍ୟ

ଅତିଥି ଦେବୋ ଭବଃ । ଭାରତ ସବୁବେଳେ ଅତିଥିଙ୍କୁ ଦେବତାଙ୍କ ସହ ସମାନ କରୁଥିବା ବେଳେ ଏଥର ବିଶ୍ୱ ଦେଖିବ ଭାରତର ଆତିଥେୟତା। ଡାଇନିଂ ଟେବୁଲରେ ହିଁ ଅତିଥିମାନେ ପାଇପାରିବେ ଭାରତର ବିବିଧତାର ପରିଚୟ। କେଉଁଠି ଡାଇନିଂ ଟେବୁଲରେ ରୂପାରେ ନିର୍ମିତ…

ମଣିପୁରର ୫ ଜିଲ୍ଲାକୁ ଫେରିଲା କର୍ଫ୍ୟୁ, ୫୦ ଆହତ

ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା କର୍ମୀ ଓ ସ୍ଥାନୀୟ ଅଞ୍ଚଳବାସୀ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସୁରକ୍ଷା କର୍ମୀ ଗୁଳି ମାଡ଼ ସାଙ୍ଗକୁ ଲୁହବୁହା ଗ୍ୟାସର ପ୍ରୟୋଗ କରିବା ଯୋଗୁ ପୁଣି ଥରେ ତେଜି ଉଠିଛି ଅସନ୍ତୋଷ।…