September 2023

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ: ତଦନ୍ତ କମିସନର ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି? – ବିଜେପି

ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି। ବସିଥିବା ତଦନ୍ତ କମିସନର ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି ବୋଲି କହିଛି। ଏହି ରିପୋର୍ଟକୁ ସରକାର ବିଧାନସଭାରେ କାହିଁକି ଉପସ୍ଥାପନ କରୁନାହାନ୍ତି ?…

ସ୍ୱତନ୍ତ୍ର ଅଧିବେଶନକୁ ନେଇ ଦ୍ୱନ୍ଦ୍ୱ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ

ଆସନ୍ତା ୧୮-୨୨ ପାଞ୍ଚ ଦିନ ଧରି ବସିବାକୁ ଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ଏନେଇ ପୂର୍ବରୁ କୌଣସି ସୂଚନା ନ ଥିବାବେଳେ ହଠାତ୍ ନୋଟିସ୍ ଜାରି କରାଯାଇଥିଲା। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ…

ଆରଟିଓ ପରିଚୟ ଦେଖାଇ ବଟି ଆଦାୟ କରିବା ମାମଲା : ୩ ଅଭିଯୁକ୍ତ ଗିରଫ

ରାଉରକେଲା : ଆରଟିଓ ପରିଚୟ ଦେଖାଇ ବଟି ଆଦାୟ କରିବା ପଡିଲା ମହଙ୍ଗା । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି…

ନାମ ପରିବର୍ତ୍ତନ ଏକ ଗୁଜବ: କେନ୍ଦ୍ର ମନ୍ତ୍ରୀ

ଜି-୨୦ର ଅତିଥିଙ୍କ ନିମନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ନୈଶଭୋଜି ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍‌ ଭାରତ’ ଲେଖାଯିବା ପରେ ଆରମ୍ଭ ହୋଇଛି ବିବାଦ। ବିଜେପି ସୁଚିନ୍ତିତ ଭାବେ ‘ଇଣ୍ଡିଆ’ ନାମକୁ ଲୋପ କରି ‘ଭାରତ’ ଲାଗୁ କରିବାକୁ ଯୋଜନା…

ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସିଲା ବସ

ବେତନଟୀ ସଦର: ଭାରସାମ୍ୟ ହରାଇ ଜାତୀୟ ରାଜପଥ ତଳକୁ ଖସିଲା ବସ। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଏକାଧିକ ଯାତ୍ରୀ। ସମସ୍ତଙ୍କୁ ପାଖ କେସିପୁର ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଛି।…

ଜି-୨୦ ସମ୍ମିଳନୀ: ସଜେଇ ହେଲାଣି ଭାରତ ମଣ୍ଡପମ୍‌

ଜି-୨୦ ସମ୍ମିଳନୀ ଲାଗି ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ। ଚିକମିକ୍ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍‌ରେ ଅତିଥିଙ୍କୁ ସ୍ୱାଗତ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ଭାରତ ମଣ୍ଡପର ବିଲଡିଂକୁ ରଙ୍ଗୀନ ଆଲୋକମାଳାରେ ସଜାଯିବା ସହ ଚତୁଃର୍ଦିଗକୁ ସଫାସୁତରା କରାଯାଉଛି।…

ନଦୀ ପଠାରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଠାବ: ହତ୍ୟା ସନ୍ଦେହ

ବରଗଡ଼ : ବରଗଡ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଭଡ଼ିଗାଁ ଜୀରା ବ୍ରିଜ୍ ତଳୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ବ୍ରିଜ ଉପରୁ…

G20 ସମ୍ମିଳନୀ: ବିଦେଶୀ ଅତିଥିଙ୍କ ପାଇଁ ସରୋଜିନୀ ନଗର ମାର୍କେଟ୍‌ରେ ମିଳିବ ୫୦% ରିହାତି

ଦିଲ୍ଲୀରେ G20 ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହି ସମୟରେ ସରୋଜିନୀ ନଗର ମାର୍କେଟ୍‌ରେ ଜିନିଷ କିଣାକିଣି ଉପରେ ମିଳିବ ୫୦% ରିହାତି। ଏଠାକାର ଦୋକାନୀ କହିଛନ୍ତି ଯେ G20 ସମ୍ମିଳନୀକୁ ଆସୁଥିବା ବିଦେଶୀ ଅତିଥିମାନେ ସେମାନଙ୍କ ମାର୍କେଟ୍‌ରୁ ଜିନିଷ କିଣାକିଣି…

ଅମର୍ଦ୍ଦା ଏୟାର୍‌ଷ୍ଟ୍ରିପ୍‌ରୁ ଉଡ଼ିବ ବିମାନ, ପୁନରୁଦ୍ଧାର ପାଇଁ କେନ୍ଦ୍ର ଦେଲା ୪୫ କୋଟି

ବାରିପଦା: ରାସଗୋବିନ୍ଦପୁର ବ୍ଲକ୍‌ ଅମର୍ଦା ଏୟାରଷ୍ଟ୍ରିପ୍‌ ପାଇଁ ଫିଟିଲା ବାଟ। ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର…

ଜି-୨୦ ସମ୍ମିଳନୀ; ଦିଲ୍ଲୀରେ ଚେକିଂ ସହ ବ୍ଲକିଂ ଜୋରଦାର

ଜି-୨୦ ସମ୍ମିଳନୀ ଲାଗି ରାଜଧାନୀ ଦିଲ୍ଲୀରେ ଜୋରଦାର ପ୍ରସ୍ତୁତି ଜୋରଦାର ଚାଲିଛି । ଆସନ୍ତା ୯ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜନ ହେବାକୁ ଯାଉଥିବା ବେଳେ ଏ ନେଇ ଚାଲିଛି ବ୍ୟାପକ ଆୟୋଜନ। ଅତିଥିଙ୍କୁ ସ୍ୱାଗତ ଲାଗି ରାଜଧାନୀ ଦିଲ୍ଲୀ…