ଶପଥ ନେଲେ ହାଇକୋର୍ଟର ୨ ବିଚାରପତି
କଟକ:ଶପଥ ନେଲେ ହାଇକୋର୍ଟର ଦୁଇ ବିଚାରପତି । ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ମଙ୍ଗଳବାର ଦୁଇ ବିଚାରପତି ଶିବଶଙ୍କର ମିଶ୍ର ଏବଂ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଶପଥପାଠ କରାଇଛନ୍ତି । ହାଇକୋର୍ଟ ଜଜ ସଂଖ୍ୟା ୩୩ ଥିବାବେଳେ ଦୁଇ ନୂଆ…
କଟକ:ଶପଥ ନେଲେ ହାଇକୋର୍ଟର ଦୁଇ ବିଚାରପତି । ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ମଙ୍ଗଳବାର ଦୁଇ ବିଚାରପତି ଶିବଶଙ୍କର ମିଶ୍ର ଏବଂ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ଶପଥପାଠ କରାଇଛନ୍ତି । ହାଇକୋର୍ଟ ଜଜ ସଂଖ୍ୟା ୩୩ ଥିବାବେଳେ ଦୁଇ ନୂଆ…
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନା ୟୁନିଭରସିଟିରେ ଏକ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗୋଡ ଖସିଯିବାରୁ ପଡିଯାଇଛନ୍ତି । ପାଟନା ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମର ଉଦଘାଟନ ସମୟରେ ଗୋଡ ଖସିଯିବାର ନୀତିଶ କୁମାର ପଡିଯାଇଥିଲେ । ଏହି ସମୟର ତାଙ୍କ ସୁରକ୍ଷାକର୍ମୀ ତାଙ୍କୁ…
ଭଞ୍ଜନଗର: କବିସୂର୍ଯ୍ୟନଗର ଡବଲ ମର୍ଡର ଘଟଣାରେ ୪ ଅଟକ । ଘଟଣାସ୍ଥଳରୁ ଗୋଟିଏ ମାଉଜର ଏବଂ ୭ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ଖୋକା ଜବତ ହୋଇଛି । ଗତକାଲି ରାତିରେ ସୁନାରିଝୋଳ ଗାଁରେ ରାଜନୈତିକ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣରେ ଶଳା…
ନୂଆଦିଲ୍ଲୀ : ତୃତୀୟ କକ୍ଷପଥକୁ ଗଲା ଆଦିତ୍ୟ L1। ଭାରତର ସୂର୍ଯ୍ୟ ମିଶନରେ ସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ L1 । ଆଜି ସକାଳ ୨ଟା ୪୫ ମିନିଟରେ ଦ୍ବିତୀୟ ଆର୍ଥ ବାଉଣ୍ଡ ଫାୟାରିଂ କରାଯାଇଛି । ରବିବାର…
ଶ୍ୱଶୁର ଘରକୁ ଯାଇ ଝୁଲି ପଡିଲେ ଡାକ୍ତର । ରବିବାର ରାତିରେ ଶ୍ୱଶୁର ଘରକୁ ଯାଇଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଡାକ୍ତର ହେଉଛନ୍ତି ସୁରେନ୍ଦ୍ର ନାଥ ରଥ । ସେ ବ୍ରହ୍ମପୁର ଏମକେସିଜି…
ଜାଗା ମିଶନରେ ୬ ମାସରେ ୬ଟା କିସ୍ତିରେ ହିତାଧିକାରୀ ସୁଝିବେ ଟଙ୍କା । ୩ ଦିନ ନୁହେଁ ୬ ମାସ ମଧ୍ୟରେ କିସ୍ତି ରେ ଟଙ୍କା ଭରି ଜାଗା ପାଇବେ ହିତାଧିକାରୀ । ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଏହି…
ଅନଲାଇନ୍ ପଞ୍ଜି ସ୍କାମରେ ଶହଶହ କୋଟି ଠକେଇ ମାମଲାରେ ଲୁକଆଉଟ୍ ସର୍କୁଲାର । ୩ ଚାଇନିଜ ଠକ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି । ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଲୁକ ଆଉଟ୍ ସର୍କୁଲାର ଜାରି ହୋଇଛି। ଏମାନେ ହେଲେ…
ଭୁବନେଶ୍ୱର: ହୀରାକୁଦ ବସ୍ଥାପିତଙ୍କୁ ତୁରନ୍ତ ଜମି ପଟ୍ଟା ଦେବେ ବୋଲି ସରକାର ଘୋଷଣା କରବା ପରେ ଏବେ ଜଟଣୀ ପାଳି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବା ବୋଲି…
ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ହେବ ବିଶ୍ବର ହବ୍। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଓ ଏଥିପାଇଁ ସେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକବିଂଶ ଶତାବ୍ଦୀରେ ଦକ୍ଷତା…
ନୂଆଦିଲ୍ଲୀ: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ଅନ୍ୟତମ ଅଗ୍ରଣୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ। ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ…