ଓଟିଇଟି ଫଳ ପ୍ରକାଶ ପାଇବା ପରେ ବିବାଦ: ବୋର୍ଡ ଅଫିସ ସମ୍ମୁଖରେ ପରୀକ୍ଷାର୍ଥୀଙ୍କ ହୋହଲ୍ଲା

କଟକ: ଓଟିଇଟି ଫଳ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ବିବାଦ। ପ୍ରଶ୍ନପତ୍ରରେ ତ୍ରୁଟି ସହ ଫଳ ପ୍ରକାଶନରେ ମଧ୍ୟ ଅନେକ ତ୍ରୁଟି ଥିବା ଅଭିଯୋଗ କରି‍ବା ସହିତ ସଠିକ୍ ମୂଲ୍ୟାୟନ ଦାବି କରି ଆଜି ଶତାଧିକ ପରୀକ୍ଷାର୍ଥୀ କଟକ ସ୍ଥିତ…

ରାହୁଲଙ୍କୁ ରାଜନାଥଙ୍କ ଟାର୍ଗେଟ: ଚନ୍ଦ୍ରଯାନ ସଫଳ ଲାଣ୍ଡିଂ କଲା ହେଲେ ରାହୁଲଯାନ କରିପାରିବନି

ଜୈସଲମେର:ଚନ୍ଦ୍ରଯାନ ସଫଳତା ପୂର୍ବକ ଲାଣ୍ଡ କରିଗଲା । ହେଲେ ରାହୁଲଯାନ ନା କେବେ ପ୍ରକ୍ଷେପଣ କରାଯାଇଛି ନା କେବେ ଲାଣ୍ଡ କରିଛି । ଏମିତି କହି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜସ୍ଥାନ ଗସ୍ତରେ ଯାଇ…

୧୦୮ ପ୍ରସଙ୍ଗକୁ ନେଇ ବିଜେପି ତିଆରି କଲା ଚାର୍ଜସିଟ, ବର୍ଷିଲା ବିଜେଡି

ଭୁବନେଶ୍ବର: ପୁଣି ବିସ୍ଫୋରକ ବୟାନ ଦେଇ ରାଜ୍ୟ ରାଜନୀତିକୁ ହଲଚଲ କରି ଦେଇଛନ୍ତି ଜୟନାରାୟଣ ମିଶ୍ର । ରାଜ୍ୟ ଚଳାଇବା ପାଇଁ ପାଣ୍ଡିଆନଙ୍କୁ ଲିଜ ଦେଇଛନ୍ତି ନବୀନ ପଟ୍ଟନାୟକ । ହେଲେ ଏଥର  ରାଜ୍ୟରେ ଆଉ ରହିବନି ଲିଜ ସରକାର ।…

ରାଷ୍ଟ୍ରପତିଙ୍କ ବଦଳରେ ଜି-୨୦ ପାଇଁ ଭାରତ ଆସିବେ ଚାଇନା ପ୍ରଧାନମନ୍ତ୍ରୀ

ଭାରତର ରାଜଧାନୀ ନୂଆଦିଲ୍ଲୀରେ ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଧରି ୧୮ତମ ଜି-୨୦ର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିବେ ଚାଇନା ପ୍ରଧାନମନ୍ତ୍ରୀ ଲି କ୍ୟୁଆଙ୍ଗ। ଚାଇନାର ବୈଦେଶିକ ମନ୍ତ୍ରଣାଳୟ…

୨୪ ଘଣ୍ଟା ମଧ୍ୟରେ ଲଘୁଚାପ: ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର:ଉତ୍ତର ପଶ୍ଚିମ ଏବଂ ତତସଂଲଗ୍ନ ପଶ୍ଚମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ  ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ଆସନ୍ତା…

ଏନକାଉଣ୍ଟର: ଆତଙ୍କୀ ନିହତ, ସୁରକ୍ଷାକର୍ମୀ ଆହତ

ଜମ୍ମୁ-କଶ୍ମୀର ରିଆସି ଜିଲ୍ଲାରେ ଆଜି ବଡ଼ଧରଣର ଏନକାଉଣ୍ଟର ହୋଇଛି। ସର୍ଚ୍ଚ ଅପରେସନ ଓ କର୍ଡନ ସମୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିହତ ହୋଇଛି। ସେହିପରି ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏନକାଉଣ୍ଟର ସ୍ଥଳରୁ ଏୟାରଲିଫ୍ଟ…

ବୀମା ଯୋଜନାରେ ସାମିଲ ହେବେ ସାପ ଧରାଳି

ଭୁବନେଶ୍ୱର: ସାପ ଧରାଳିଙ୍କ ପାଇଁ ଖୁସି ଖବର । ସାପ ଧରାଳିଙ୍କ ପାଇଁ ହେବ ବୀମା  । ବୀମା  ପ୍ରିମିୟମ ଭରିବ ଜଙ୍ଗଲ ଓ ପରିବେଶ ବିଭାଗ । ଏ ନେଇ ଘୋଷଣଶ କରିଛନ୍ତି ରାଜସ୍ୱ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ…

ମରୁଡ଼ି ସଙ୍କଟରୁ ମୁକ୍ତି ପାଇଁ ବାବା ମହାକାଳଙ୍କୁ ଡାକିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଜ୍ଜୈନର ବାବା ମହାକାଳଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟରେ ଭଲ ବର୍ଷା ହେବାର କାମନା କରି ସିଏମ୍‌ ଚୌହାନ ବାବାଙ୍କ ଦରବାରରେ ପହଞ୍ଚିଥିଲେ ଏବଂ ଏଠାରେ ସେ ମହାରୁଦ୍ରାଭିଷେକରେ ସାମିଲ ହୋଇଥିଲେ। ଭାଦ୍ରବ ମାସର…

ଛିନତାଇ ଗ୍ୟାଙ୍ଗର ୪ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

ଭୁବନେଶ୍ଵର: କମିଶନରେଟ୍ ପୋଲିସ କବଜାରେ ଛିନତାଇ ଗ୍ୟାଙ୍ଗ । ୪ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ୩୦ଟି ସୁନା ଚେନ, ୩ଟି ବାଇକ ଜବତ କରିଛି କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି  ପ୍ରତୀକ…

ସନାତନ ଧର୍ମ ଉପରେ ବିବାଦୀୟ ବୟାନ: ତାମିଲନାଡ଼ୁ ସିଏମ୍‌ ଓ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୋଧରେ କୋର୍ଟରେ ଅଭିଯୋଗ

ତାମିଲନାଡ଼ୁ ସିଏମ୍‌ ଏମ୍‌କେ ଷ୍ଟାଲିନ୍‌ ଓ ତାଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୋଧରେ ଅଭିଯୋଗ ଦାଖଲ। ବିହାରର ମୁଜାଫର୍‌ପୁର କୋର୍ଟରେ ସୋମବାର ଏହି ଅଭିଯୋଗ ଦାଖଲ କରାଯାଇଛି। ଆଇନଜୀବୀ ସୁଧୀର କୁମାର ଓଝା ସନାତନ ଧର୍ମ ବିରୋଧରେ ଉଦୟନିଧି…