ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ମାଡ଼ି ବସିଲା ସିବିଆଇ
ଭୁବନେଶ୍ବର : ଲାଞ୍ଚ ନେଉଥିଲେ ଜିଏସଟି ଅଧିକାରୀ, ମାଡ଼ି ବସିଲା ସିବିଆଇ। କେନ୍ଦ୍ରୀୟ GST ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର ଲାଞ୍ଚ ନେବା ବେଳେ ସିବିଆଇ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। କେନ୍ଦ୍ରୀୟ GST ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର।…
