୧୦ ଡକାୟତ ଗିରଫ: ୫ଲକ୍ଷ ଟଙ୍କା ଓ ଅଧ କେଜି ସୁନା ଜବତ

ସମ୍ବଲପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଡକାୟତ ଗ୍ୟାଙ୍ଗର ୧୦ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ୫ ଲକ୍ଷ ୧୨ ହଜାର ଟଙ୍କା, ୪୮୦ ଗ୍ରାମ ସୁନା ଓ ୧୬୫ ଗ୍ରାମ ରୁପା ଅଳଙ୍କାର ଜବତ କରାଯାଇଛି। ସେହିପରି ୨ଟି ବୋଲେରୋ…

ମମତା ବାନାର୍ଜୀଙ୍କ ସଭାରେ ଭୁଶୁଡ଼ିଲା ଗେଟ୍, ୨ ଆହତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଘଟିଛି ଅଘଟଣ। ଏକ ଗେଟ୍ ଭାଙ୍ଗି ଲୋକଙ୍କ ଉପରେ ପଡ଼ିବାରୁ ୨ ଜଣ ଆହତ ହୋଇଛିନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସୂଚନା ଓ ସାଂସ୍କୃତିକ ବିଭାଗ ପକ୍ଷରୁ ଏକ…

ଆରମ୍ଭରୁ ବିଜେଡି ହଟ୍ଟଗୋଳ କରି ଖରାପ ପରମ୍ପରା ସୃଷ୍ଟି କରିଛି: ବାବୁ ସିଂହ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ହଟ୍ଟଗୋଳକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ବିଧାୟକ ବାବୁ ସିଂହ। ଗୃହ ବାହାରେ ବିଜେଡି ଗୃହ ଚଳାଇ ଦେଉ ନ ଥିବା ଅଭିଯୋଗ କରି କାଉଣ୍ଟର କରି…

ନକଲି ସସ୍ କାରଖାନା ଠାବ ଘଟଣାରେ ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ବର: ନକଲି ସସ୍ କାରଖାନା ଠାବ ଘଟଣାରେ ୩ ଗିରଫ । କାରଖାନାର ମ୍ୟାନେଜର ସହ ୨ କର୍ମଚାରୀଙ୍କୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଗତକାଲି ଭୀମଟାଙ୍ଗୀ ଅଞ୍ଚଳରୁ ନକଲି ସସ୍ କାରଖାନା ଠାବ କରିଥିଲା କମିଶନରେଟ ପୋଲିସ।…

ଗୃହରେ ଅଚଳାବସ୍ଥା ଜାରି: ସର୍ବଦଳୀୟ ବୈଠକ ଫେଲ, ମାନିଲେନି ବିରୋଧୀ

ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରୁଛନ୍ତି ବିରୋଧୀ। ୩ ଦିନ ହେବ ସ୍ୱାଭାବିକ ହୋଇପାରୁ ନାହିଁ ଗୃହ। ଫଳରେ ଆଜି ତୃତୀୟ ଦିନରେ ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ…

ସଂସଦରେ ରାହୁଲ ଗାନ୍ଧିଙ୍କୁ ଭେଟିଲେ, ଦିଲ୍ଲୀ ଚଲୋ ଡାକରା ଦେଲେ ଚାଷୀ

ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି କରୁଥିବା ଚାଷୀମାନଙ୍କ ଗୋଟିଏ ପ୍ରତିନିଧି ମଣ୍ଡଳୀ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସଂସଦ କମ୍ପ୍ଲେକ୍ସ ମଧ୍ୟରେ ଭେଟିଛନ୍ତି। ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ସେମାନେ ଦିଲ୍ଲୀ ଅଭିମୁଖେ ପୁଣି ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ…

ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ: ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ୱର: ରେଳ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ୟୁପିଏ ସରକାର ବେଳେ ଓଡ଼ିଶାକୁ ବାର୍ଷିକ ୮୩୮ କୋଟି ମିଳୁଥିଲା । ଏବେ ଓଡ଼ିଶାକୁ ୟୁପିଏ ତୁଳନାରେ…

ଇଣ୍ଟରସେପ୍ଟର ମିଜାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର ମିଜାଇଲର ପରୀକ୍ଷଣ କରାଯାଇଛି। ଆଜି ଅପରାହ୍ନ ୪ଟା ୨୫ ମିନିଟ ସମୟରେ ମିଜାଇଲର ବ୍ୟବହାରିକ ପରୀକ୍ଷଣ ହୋଇଥିଲା। ପ୍ରଥମେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ପୃଥ୍ୱୀ-୨ ଉତ୍ କ୍ଷେପଣ କରାଯାଇଥିଲା। ଏହାର କିଛି ସମୟ…

୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫସିଛନ୍ତି ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ କୁମାର ପାଢୀ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି…

ବେଙ୍ଗଲ ବିଧାନସଭାରେ NEET ବିରୋଧରେ ପ୍ରସ୍ତାବ ପାରିତ, ପୂର୍ବ ପରୀକ୍ଷା ଢାଞ୍ଚା ଆଣିବାକୁ ଦାବି

NEET-UG ପରୀକ୍ଷା ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭାରେ ନିଟ୍ ବିରୁଦ୍ଧରେ ପ୍ରସ୍ତାବ ପାରିତ ହୋଇଛି। ଆଜି ବିଧାନସଭାରେ କେନ୍ଦ୍ର ଅଧୀନ ପରିବର୍ତ୍ତେ ପୂର୍ବ ନିୟମ ଆଧାରରେ ପରୀକ୍ଷା ପରିଚାଳନା ପାଇଁ ଦାବି ଉଠିଛି। ଏହା ପୂର୍ବରୁ ତାମିଲନାଡ଼ୁ ସରକାର ମଧ୍ୟ ସମାନ ଦାବି…