ଉତ୍ତରପ୍ରଦେଶରେ କାଉଡିଆଙ୍କୁ ନେଇ ତେଜିଲା ବିବାଦ

ଲଖନଉ: ଉତ୍ତରପ୍ରଦେଶରେ କାଉଡିଆଙ୍କ ଯାତ୍ରାକୁ ନେଇ ରାଜ୍ୟ ପୁଲିସ ଏକ ନିର୍ଦ୍ଦେଶନାମା ଜାରି କରିଛି, ଯେଉଁଥିପାଇଁ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। କଂଗ୍ରେସ ନେତା ପୱନ ଖେଡା ଏଥିରେ ରାଗିଯାଇ ପଚାରିଛନ୍ତି ଯେ ଯେ ହିନ୍ଦୁମାନେ ବିକ୍ରି କରୁଥିବା ମାଂସ ଡାଲି…

କର୍ମଚାରୀଙ୍କ ସମ୍ପତ୍ତି ଦେଖି ତାଜୁବ ହେଲେ ପ୍ରଧାନମନ୍ତ୍ରୀ ଶେଖ ହସିନା

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଘରେ ସହାୟକ ଭାବେ କାମ କରୁଥିବା ଜଣେ ବ୍ୟକ୍ତି କୋଟିପତି ହୋଇଯାଇଛନ୍ତି | ଆପଣ ଭାବିବେ କୋଟିପତି ତ ହେଲେ ସେଥିରେ କଣ ହେଲା | ବାସ୍ତବରେ ଏହି ସହାୟକଜଣକ ଏବେ ନିଜସ୍ୱ ବିମାନ…

ଶଙ୍କରାଚାର୍ଯ୍ୟଙ୍କୁ କାଉଣ୍ଟର କଲେ କଙ୍ଗନା: କହିଲେ- କ’ଣ ସେ ଗୁପଚୁପ ବିକ୍ରି କରିଥାଆନ୍ତେ

ନୂଆଦିଲ୍ଲୀ : ଜୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ କାଉଣ୍ଟର କରିଛନ୍ତି ବିଜେପି ସାଂସଦ କଙ୍ଗନା ରାଣାୱତ। ସେ ଦଳର ମହାରାଷ୍ଟ୍ର ସହଯୋଗୀ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଛନ୍ତି। ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ନିକଟରେ ସିନ୍ଦେଙ୍କ ସମ୍ପର୍କରେ ଧୋକା ଶବ୍ଦର ବ୍ୟବହାର କରିଥିଲେ। ଏଥିପାଇଁ…

ଆତଙ୍କବାଦୀଙ୍କ ମୁକାବିଲା ପାଇଁ ବୈଠକ : ନୂଆ ରଣନୀତି ଆପଣାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ବେଶ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହେଉଛନ୍ତି। ଉପତ୍ୟକାରେ ଆତଙ୍କୀ ହମଲା ବଢ଼ୁଥିବାରୁ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦୁର୍ଲଭ ସୁନାବେଶରେ ତିନି ଠାକୁର, ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ ସୁନାବେଶ ଦର୍ଶନ

ପୁରୀ: ଆଜି ସୁନାବେଶରେ ମହଣ ମହଣ ସୁନାରେ ସୁଶୋଭିତ ହୋଇ ଝଟକୁଛନ୍ତି ରଥାରୁଢ଼ ମହାପ୍ରଭୁ । ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ବର…

ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା କଲେ ହରିୟାଣା ସରକାର

ନୂଆଦିଲ୍ଲୀ: ହରିୟାଣାର ନାୟବ ସିଂ ସୈନି ସରକାର ଅଗ୍ନିବୀରଙ୍କ ପାଇଁ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରିରେ ଅଗ୍ନିଶମ କର୍ମଚାରୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗ୍ରୁପ୍ ସିରେ ୫ ପ୍ରତିଶତ ସଂରକ୍ଷଣ…

ଆସନ୍ତାକାଲି ଖୋଲିବ ଭିତର ରତ୍ନଭଣ୍ଡାର, କଟକଣା ଜାରି କଲେ ଶ୍ରୀମନ୍ଦିର ପ୍ରଶାସକ

ପୁରୀ: ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ଓ ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ପ୍ରତିକ୍ରିୟା। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ପୁଣିଥରେ ଭିତର ଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଲେ…

ଏସସିବିରେ ତେଜୁଛି ବିବାଦ; ଅନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନକୁ ଓହ୍ଲାଇଲା ହାଉସ ସର୍ଜନ ସଂଘ

କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ମଧ୍ୟରେ ଲାଗିଥିବା ବିବାଦ ଉଗ୍ରରୂପ ନେଇଛି। ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ବି ବିବାଦ ସମାଧାନ ହୋଇପାରି ନାହିଁ। ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ…

ବେସରକାରୀ କ୍ଷେତ୍ରରେ ଲାଗୁ ହେବ କି ସଂରକ୍ଷଣ ନେଇ ଘୋଷଣା କଲେ ସିଦ୍ଧରମେୟା, ପରେ ଡିଲିଟ କଲେ ପୋଷ୍ଟ

ବେଙ୍ଗାଳୁରୁ: ବୁଧବାର କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ତଥା କଂଗ୍ରେସ ନେତା ସନ୍ତୋଷ ଏସ ଲାଡ ରାଜ୍ୟର ଘରୋଇ କ୍ଷେତ୍ରରେ ଚାକିରି ସଂରକ୍ଷଣ ସମ୍ପର୍କରେ ଘୋଷଣା ପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ କର୍ଣ୍ଣାଟକର ବେସରକାରୀ କମ୍ପାନୀଗୁଡିକରେ ଅଣ-ପରିଚାଳନା ପୋଷ୍ଟରେ…

୫୦ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଲେ ନବୀନ

ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅନ୍ୟ ସମସ୍ତ ୫୦ ବିଧାୟକଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି। ସରକାରଙ୍କ କାର୍ଯ୍ୟକାରିତାକୁ ମନିଟର କରିବେ ବିଜୁ…