Air India ନିଯୁକ୍ତି ଡ୍ରାଇଭରେ ଦଳାଚକଟା, ୨ ହଜାର ପଦବୀ ପାଇଁ ୨୫,୦୦୦ ଆଶାୟୀ

ଦେଶରେ ନିଯୁକ୍ତି ସମସ୍ୟା ଚରମରେ ପହଞ୍ଚିଛି। ଯଦି କେଉଁଠି ଖାଲି ପଦବୀର ବିଜ୍ଞାପନ ପ୍ରକାଶ ପାଉଛି, ତେବେ ସେଠାରେ ହଜାର ହଜାର ଆଶାୟୀଙ୍କ ଭିଡ଼ ଜମୁଛି। ନିକଟରେ ଗୁଜରାଟରେ ଏକ ନିଯୁକ୍ତି ଡ୍ରାଇଭରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ ଥିବାବେଳେ ବର୍ତ୍ତମାନ…

ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର

ଭୁବନେଶ୍ୱର: ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର। ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି ଏଭଳି ପ୍ରତିକ୍ରିୟା। ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠା ଭଙ୍ଗାଯିବ। ବଡ଼ବଡ଼ିଆଙ୍କ ଜବରଦଖଲ…

ପୁଣି ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଜୟପୁର : ପୁଣି ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ।  ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୮ଜଣିଆ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ଜୟପୁର…

ତଣ୍ଟି ଚିପି ମାଆକୁ ମାରିଦେଲା ନୃଶଂସ ପୁଅ

ସୋର: ମାଆର ତଣ୍ଟି ଚିପି ପୁଅ ମାରି ଦେଇଥିବା ଅଭିଯୋଗ। ଖାଇବା ପିଇବାକୁ ନେଇ ଝଗଡ଼ା ପରେ ତଣ୍ଟି ଚିପି ମାଆକୁ ହତ୍ୟା କରିଥିବା ସୂଚନା। ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଘଟିଛି ଏହି…

ଅଜିତ ପାୱାରଙ୍କୁ ଶକ୍ତ ଝଟକା, ଦଳ ଛାଡ଼ିଲେ ୪ ନେତା

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କୁ ଲାଗିଛି ଶକ୍ତ ଝଟକା । ତାଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଦେଇଛନ୍ତି। ସେମାନେ ଖୁବ୍‌ ଶୀଘ୍ର ଶରଦ ପାୱାରଙ୍କ ଏନସିପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ଇସ୍ତଫା ଦେଇଥିବା ୪…

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ। ରାଜା ଶେଖର ନାମକ ଜଣେ ଯୁବକ ନିଜ ଫେସବୁକରେ ଫଟୋ ଅପଲୋଡ କରିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଭିତର ବେଡାରୁ ନିଜର ସେଲ୍ଫି ଫଟୋ ନେଇ ଫଟୋ ଅପଲୋଡ କରିଛନ୍ତି। ଶ୍ରୀମନ୍ଦିର ଭିତରକୁ…

ଅର୍ଡରର ୪୮ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ୍

ଭୁବନେଶ୍ଵର: ଅର୍ଡର ଦେବାର ୪୮ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ । ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ । ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଡିଲର୍‌ ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ…

ବିଗିଡ଼ିଗଲା କେ.କବିତାଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ. କବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଙ୍ଗଳବାର (ଜୁଲାଇ ୧୬) ହଠାତ୍ ଖରାପ ହୋଇଯାଇଛି। ସଙ୍ଗେ ସଙ୍ଗେ ଆକ୍ସନ ମୋଡରେ ଆସି ତିହାର…

ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଜାତୀୟ ରାଜପଥ ୧୬ରେ ଗଞ୍ଜେଇ ଚାଲାଣକାରୀ-ପୋଲିସ ଗୋଡ଼ାଗୋଡ଼ି । ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା…

କେନ୍ଦ୍ର ବଜେଟ୍ ୨୦୨୪ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ହାଲୱା ସମାରୋହ ଅନୁଷ୍ଠିତ

ନୂଆଦିଲ୍ଲୀ: ୟୁନିୟନ ବଜେଟ୍ ୨୦୨୪ ପାଇଁ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ମଙ୍ଗଳବାର ଅର୍ଥ ମନ୍ତ୍ରଣାଳୟ ଅର୍ଥାତ୍ ନର୍ଥ ବ୍ଲକ୍‌ରେ ହାଲୱା ସମାରୋହ ଆୟୋଜିତ ହୋଇଥିଲା। ନର୍ଥ ବ୍ଲକ‌୍‌ରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ…