ସର୍ଚ୍ଚ ଅପରେସନ ବେଳେ ପୋଲିସକୁ ସଫଳତା: ଏନକାଉଣ୍ଟରରେ ଟଳିପଡିଲେ ୭ ମାଓବାଦୀ

ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ।  ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଳୁଗୁ ଜିଲ୍ଲାର ଇତାରୁ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଛି । ପୋଲିସର ଏନକାଉଣ୍ଟରରେ ୭ ହାର୍ଡକୋର ମାଓବାଦୀ ନିହତ । ଗ୍ରେହାଉଣ୍ଡ ଜବାନଙ୍କ…

ଦିଲ୍ଲୀରେ ମେଣ୍ଟ ହେବନି, ଏକା ଲଢିବ ଆପ୍

ଦିଲ୍ଲୀରେ କୌଣସି ପ୍ରକାର ମେଣ୍ଟ କରିବନି ଆମ୍ ଆଦମୀ ପାର୍ଟି (AAP)। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକା ଲଢିବ ବୋଲି ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଏନେଇ ଆଜି ଏକ ଘୋଷଣା କରି କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ବିଧାସନଭା…

ଆଳୁ ସଙ୍କଟ; ‘ସରକାର କରୁଛି କ’ଣ?’ : ଜୟଦେବ ଜେନା

ଭୁବନେଶ୍ବର: ପୁଣି ରାଜ୍ୟରେ ମୁଣ୍ଡ ଟେକିଛି ଆଳୁ ସଙ୍କଟ । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ଚିନ୍ତା ବଢିଛି ।  ପଶ୍ଚିମବଙ୍ଗ ଆଳୁ ନଦେବାରୁ ରାଜ୍ୟରେ ଆଳୁ ନିଅଁଣ୍ଟିଆ ସ୍ଥିତି ଉପୁଜିଛି…

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ

ରେଢ଼ାଖୋଲ: ବୟସ ଖୁବ୍ କମ୍ । ଭଲ ପାଠ ପଢୁଥିଲେ । ଏଇ ତ ଅଳ୍ପ କେଇଟା ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା । ତାପରେ କଲେଜ ଥାଇଥାନ୍ତେ । ପାଠ ପଢି ଚାକିରିଟିଏ କରି ଭବିଷ୍ୟତରେ ନିଜ ପାଦରେ ନିଜେ…

ଭାରତୀୟ ଏଜେଣ୍ଟ ଅଭିଯୋଗ, ବାଂଲାଦେଶରେ ସାମ୍ବାଦିକ ହଟହଟା

ବାଂଲାଦେଶର ଜଣେ ବିଶିଷ୍ଟ ମହିଳା ସାମ୍ବାଦିକଙ୍କୁ କିଛି ସ୍ଥାନୀୟ ଲୋକ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି। ଭାରତୀୟ ଏଜେଣ୍ଟ ଅଭିଯୋଗରେ ତାଙ୍କୁ ରାଜଧାନୀ ଢାକାରେ କିଛି ଲୋକ ଅଟକ ରଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି। ଗତକାଲି…

ଏଡସ୍ ରୋଗୀଙ୍କୁ ନେଇ ବଢୁଛି ଚିନ୍ତା, ରାଜ୍ୟରେ ୫୦ ହଜାର ଲୋକ ଆକ୍ରାନ୍ତ

ଭୁବନେଶ୍ଵର: ଆଜି ବିଶ୍ଵ ଏଡସ୍ ଦିବସ । ଚଳିତବର୍ଷର ଥିମ୍ ରହିଛି ‘ଅଧିକାର ସଠିକ୍‌ ମାର୍ଗ ଅନୁସରଣ’। ତେବେ ରାଜ୍ୟରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଡସକୁ ନେଇ ସାମାନ୍ୟ ଆଶ୍ଵସ୍ତ ହୋଇଥିଲେ ମଧ୍ୟ ଏଯାବତ୍ ରାଜ୍ୟରେ ୫୦ ହଜାର ଲୋକ…

ଉଦଯାପିତ ହେଲା ୩ ଦିନିଆ ସର୍ବଭାରତୀୟ ଡିଜିପି, ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : ଉଦଯାପିତ ହେଲା ୩ ଦିନିଆ ସର୍ବଭାରତୀୟ ଡିଜିପି- ଆଇଜିପି ସମ୍ମିଳନୀ । ଦିଲ୍ଲୀ ଫେରିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ  ।  ଦେଶର ଜାତୀୟ ସୁରକ୍ଷା ନେଇ ପୋଲିସ ମୁଖିଆ ଓ ଅନ୍ୟ ସୁରକ୍ଷା…

ଶପଥ ପୂର୍ବରୁ ଭାରତକୁ ଖୋଲା ଧମକ ଦେଲେ ଟ୍ରମ୍ପ

ହ୍ୱାଇଟ୍‌ ହାଉସ୍‌ରେ ଏଣ୍ଟ୍ରି ପୂର୍ବରୁ ନାଲି ଆଖି ଦେଖାଇଲେଣି ଡୋନାଲ୍ଟ ଟ୍ରମ୍ପ। ଶପଥ ପୂର୍ବରୁ ସେ ଭାରତକୁ ଖୋଲାଖୋଲି ଭାବେ ଧମକ ଦେଇଛନ୍ତି। ଏହାକୁ ନେଇ ଭାରତର ଚିନ୍ତା ବଢ଼ି ଯାଇଛି। ବ୍ରିକ୍ସ ସମ୍ମିଳନୀରେ ସାମିଲ ହୋଇଥିବା ଦେଶକୁ ଧମକ ଦେଇ…

ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ବୋହୁର ମୃତ୍ୟୁ

କଟକ: ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବୋହୁ । ପୁଅର ଅବସ୍ଥା ଗୁରୁତର ଥିବା ବେଳେ ଆଇସିୟୁରେ ଚାଲିଛି ଚିକିତ୍ସା । ବାରଙ୍ଗ ଗୋଡ଼ିସାହିରେ ଗତକାଲି ଘଟିଥିଲା ଏହି ଅଭାବନୀୟ…

ସରିଲା କଂସ ଚୟନ ପାଇଁ ଅଡିସନ, ମହାରାଜ କଂସ ଭୂମିକାରେ ଚୟନ ହେଲେ ଭୁବନେଶ୍ବର ପ୍ରଧାନ

ବରଗଡ଼ : ସରିଲା କଂସ ଚୟନ ପାଇଁ ଅଡିସନ । ମହାରାଜ କଂସ ଭୂମିକାରେ ଚୟନ ହେଲେ ଭୁବନେଶ୍ବର ପ୍ରଧାନ ।  ଭୁବନେଶ୍ବର ପ୍ରଧାନ , ଆତ୍ରର୍ତ୍ତାଣ ସୁନାନୀ , ସୁଶିଲ ମେହେର ଏବଂ ଜଗଦାନନ୍ଦ ମିଶ୍ରଙ୍କ ମଧ୍ୟରେ ହୋଇଥିଲା ପ୍ରତିଦ୍ବନ୍ଦିତା ।…